OnaKhabar

ଆଜିର ରାଶିଫଳ

280

ମେଷ : ରବିଙ୍କ ଚନ୍ଦ୍ର ଯୋଗ ହେତୁ ନୂଆନୂଆ କାମ କରିବାକୁ ଆଗ୍ରହ କରିବେ । ବନ୍ଧୁଙ୍କ ଅନୁପସ୍ଥିତି ମନରେ ଗଭୀର ରେଖାପାତ କରିବ ।

ବୃଷ: ଆଜି ବ୍ୟବସାୟ ବାଣିଜ୍ୟରେ ଆଗରେ ରହିବେ । କୌଣସି ଜଣେ ବ୍ୟକ୍ତି ସାହାଯ୍ୟ କରିବେ । ମହିଳାମାନେ ଦୂରସ୍ଥାନକୁ ଯାଇପାରନ୍ତି। ଗୃହକାର୍ଯ୍ୟ କରିବାକୁ ମନବଳାଇବେ । ମାଙ୍ଗଳିକ କାର୍ଯ୍ୟ ଯୋଗ ଦେଇପାରନ୍ତି ।

ମିଥୁନ: ଭାଗ୍ୟ ସ୍ଥାନରେ କେତୁ ରହିବା ହେତୁ ଆଜିର କାମ ସଫଳତା ହେବ । ସଭା ସମିତିରେ ସଙ୍ଗଠନ କାର୍ଯ୍ୟ କରିବେ । ରାଜନୀତି ପାଇଁ ଦିନଟି ଭଲ ରହିବ ।

କର୍କଟ: ଆଜି କାମଗୁଡ଼ିକ ସବୁଠିକ ଠାକ ହୋଇଯିବ । ଯେତେଭଲ କାମ କଲେ ମଧ୍ୟ ଅଫିସ କାମରେ ପ୍ରଶଂସା ବଦଳରେ ଅଭିଯୋଗ ପାଇପାରନ୍ତି ।

ସିଂହ: ଆଜି ରବିଙ୍କ ପ୍ରଭାବରୁ ସଭାସମିତିରେ ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ । ବନ୍ଧୁଙ୍କ ସହ ଦୂରଯାଗା ଯାଇପାରନ୍ତି ।

କନ୍ୟା : ଧନ ସ୍ଥାନରେ ତିନୋଟି ଗ୍ରହ ଆର୍ôଥକ ଉନ୍ନତି କରାଇବ । ଅନ୍ୟ ଲୋକଙ୍କୁ କିଛି କହି ଆପଣାର କରିପାରନ୍ତି । କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ ।

ତୁଳା : ଆଜି ସକାଳୁ ଯାତ୍ରା ବହୁତ ଭଲ ହେବ । କର୍ମକ୍ଷେତ୍ରରେ ପରିସ୍ଥିତିକୁ ଲକ୍ଷ୍ୟ କରି ଦୁଃସାହସିକ ପଦକ୍ଷେପ ନେବେ । ଶୁକ୍ର ପ୍ରଭାବରୁ ଦେହ ଦୂର୍ବଳତା ଦେଖାଦେବ ।

ବିଛା: ଆଜି ଯେଉଁ କାମରେ ହାତ ଦିଅନ୍ତୁ ନା କାହିଁକି କୌଣସି କ୍ଷେତ୍ରରେ ଅସୁବିଧା ରହିବନାହିଁ । ବ୍ୟବସାୟ ଭଲରେ ଚାଲିବ । ବନ୍ଧୁ ସାହାଯ୍ୟ କରିପାରନ୍ତି ।

ଧନୁ: ଆଜି ଆପଣଙ୍କର ଉଦ୍ୟମ କଦାପି ନିଷ୍ପଳ ହେବନାହିଁ । ଦେହ ଭଲ ରହିବ । ପୁରୁଣା ରୋଗ ପୀଡ଼ାରୁ କଷ୍ଟ ପାଇପାରନ୍ତି । ସକାଳୁ ସନ୍ଧ୍ୟା ଦୂରଯାତ୍ରା କରିପାରନ୍ତି ।

ମକର: ବିଭିନ୍ନ ସମସ୍ୟା ମାଧ୍ୟମରେ ଆଜି ଗତିକରିବେ । କର୍ମକ୍ଷେତ୍ରରେ ଚେଷ୍ଟା କରି ବିଫଳ ହେବେ । ବାଣିଜ୍ୟ ବ୍ୟବସାୟରେ ପ୍ରତିବନ୍ଧକ ଦୂରେଇଯିବ । ଅର୍ଥର ଅଭାବ ରହିବନାହିଁ ।

କୁମ୍ଭ: ଆଜି ସକାଳୁ ସକାଳୁ ସରକାରୀ କାମରେ ଦୂରଯାତ୍ରା ଯାଇପାରନ୍ତି । ବହୁ ଦିନର ଝାମେଲା ସମାଧାନର ବାଟ ଖୋଲିଯିବ । ଅର୍ଥର ଅଭାବ ଦେଖାଦେଇପାରେ ।

ମୀନ: ଆଜି ଦିନଟି ଟେନସନରେ ରହିବେ । କର୍ମନିଯୁକ୍ତି ପାଇଚେଷ୍ଟା କରିପାରନ୍ତି । ବହୁଦିନର ବାଧାବିଘ୍ନ ଦୂରହେବ । ମହିଳାମାନେ ଧର୍ମକାର୍ଯ୍ୟରେ ଲାଗି ରହିବେ । ବ୍ୟବସାୟରେ ଲାଭ ହେବ ।

Comments are closed.