OnaKhabar

ପୁରୀରେ ମୋ ବିଚ କାର୍ଯ୍ୟକ୍ରମ

140

ପୁରୀ: ଦିନକୁ ଶହ ଶହ ବିଦେଶୀ ପର୍ଯ୍ୟଟକଙ୍କ ସମାଗମ ଦେଖିବାକୁ ମିଳିଥାଏ ପୁୁରୀରେ । ଫନି ବାତ୍ୟା ରେ ଅସଜଡା ହୋଇପଡିଥିବା ପୁରୀ ପୁଣି ଥରେ ସଜାଡି ହେବାର ସାହାସ ରଖିଛି । ଆଜି ବିଶ୍ୱର ସବୁଠାରୁ ବଡ ସଫେଇ ଅଭିଯାନ ଆରମ୍ଭ ହୋଇଛି ମୋ ବିଚ କାର୍ଯ୍ୟକ୍ରମ । ପରିବେଶକୁ ସୁରକ୍ଷା ଦେବା ସହ ସମୁଦ୍ର ଉପକୂଳକୁ ସଫା ରଖିବା ପାଇଁ ଅର୍ନ୍ତଜାତୀୟ ବେଳାଭୂମି ସଫେଇ ଦିବସ ଅବସରରେ ସାରାବିଶ୍ୱକୁ ପୁରୀରୁ ଆଜି ବାର୍ତ୍ତା ଦିଆଯାଇଛି । ବେଳା ଭୂମିର ୧୦୦ଟି ସ୍ଥାନ ରେ ୧୦ହଜାର ସ୍ୱେଚ୍ଛାସେବୀ ଓ ଛାତ୍ରଛାତ୍ରୀ ସାମିଲ ହୋଇ ସମୁଦ୍ର କୂଳ କୁ ସଫା କରିଛନ୍ତି ।

ଶିକ୍ଷା କ୍ଷେତ୍ରରେ ବିଳମ୍ବ ବୋଲି କିଛି ନାହିଁ

Comments are closed.