OnaKhabar

୧୭ ଯାଏଁ ବଢିଲା ଚାଷୀ ପଞ୍ଜୀକରଣ ଅବଧି

138

ଭୁବନେଶ୍ୱର : ବଢ଼ିଲା ଚାଷୀ ପଞ୍ଜୀକରଣ ଅବଧି । ଚାଷୀ ପଞ୍ଜିକରଣ ସମୟ ସୀମା ସାତ ଦିନ ବଢିଛି। ଖରିଫ ଋତୁରେ ଧାନ ସଂଗ୍ରହ ନେଇ ବଢିଛି ପଞ୍ଜିକରଣ ଅବଧି । ସେପ୍ଟେମ୍ବର ୧୭ ଯାଏଁ ଏହି ପଞ୍ଜୀକରଣ ପ୍ରକ୍ରିୟା ଚାଲିବ ବୋଲି ସୂଚନା ମିଳିଛି । ପ୍ରକାଶ ଥାଉକି ଆଜି ଥିଲା ପଞ୍ଜୀକରଣର ଶେଷ ତାରିଖ । ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ଚାଷୀ ପଞ୍ଜୀକରଣ କରିସାରିଥିବା ନେଇ ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ |

ସରକାରଙ୍କୁ ଘେରିଲେ ବିରୋଧୀ: ନେଇଥିବା ଜରିମାନା ଫେରାଅ

Comments are closed.