OnaKhabar

ରାଜଧାନୀରେ ଯୁବତୀଙ୍କ ଦୁଷ୍କର୍ମ ଅଭିଯୋଗ

1,912

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବିଭିନ୍ନ ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ହଇରାଣ ହରକତ କରାଯାଉଥିବା ଦେଖିବାକୁ ମିଳୁଛି । ଆଜି ଏପରି ଏକ ଘଟଣା ଘଟିଛି ଖୋଦ ରାଜଧାନୀ ଭୁବନେଶ୍ୱରରେ । ଚାକିରି କରାଇଦେବା ବାହାନାରେ ହୋଟେଲରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତିକରି ପୁଲିସ ଅଭିଯୁକ୍ତ ଜୟ କୁମାରଙ୍କୁ ଗିରଫ କରିଛି
ଘଟଣାରୁ ପ୍ରକାଶ ଯେ, ରାଜଧାନୀରେ ଜଣେ ଯୁମତୀଙ୍କୁ ଦୁଷ୍ମର୍ମ କରାଯାଇଥିବା ଅଭିଯୋଗ ଆସିଛି । ଚାକିରି କରାଇ ଦେବା ନାଁରେ ଯୁବତୀଜଣଙ୍କୁ ଦୁର୍ଷ୍ମମ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଇଣ୍ଟରଭ୍ୟୁ ପାଇଁ ଆସିଥିବା ଯୁବତୀ ଜଣଙ୍କୁ ହୋଟେଲରେ ଦୁଷ୍ମର୍ମ କରାଯାଇଥିବା ପୀଡ଼ିତା ଜଣକ କହିଛନ୍ତି । ଏକ ଘରୋଇ ଫାଇନାନ୍ସ ସଂସ୍ଥାର ବରିଷ୍ଠ ଅଧିକାରୀଙ୍କ ନାମରେ ଥାନାରେ ଏତଲା ହୋଇଛି । ଏତଲାକୁ ଭିତ୍ତିକରି ଅଭିଯୁକ୍ତ ଜୟ କୁମାରଙ୍କୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୁଲିସ ।

ରାଜଧାନୀରେ ଭସିଗଲେ ୩ ଯୁବକ ?