OnaKhabar

ପ୍ରେମିକ ଘର ସମ୍ମୁଖରେ ପ୍ରେମିକାଙ୍କ ଧାରଣା, ଆକ୍ରମଣ ଅଭିଯୋଗ

529

ରାୟଗଡା : ପ୍ରେମିକ ଘର ସମ୍ମୁଖରେ ପ୍ରେମିକାଙ୍କ ଧାରଣା ଘଟଣାରେ ନୂଆ ମୋଡ ଆସିଛି। ଆଜି ସମାଧାନ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ସମାଧାନ ବେଳେ କଥା କଟାକଟିରୁ ମାରପିଟ ହୋଇଛି। ପ୍ରେମିକାଙ୍କ ପରିବାର ପକ୍ଷରୁ ପ୍ରେମିକ ପରିବାର ଉପରେ ଆକ୍ରମଣ ହୋଇଛି । ରାୟଗଡା ଜିଲ୍ଲା ଶେଷଖାଲ ଥାନା ନିକଟରେ ଏଭଳି ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ଯୁବତୀ ଜଣଙ୍କ ପିତାମହଲ ଗାଁ ସ୍ଥିତ ନିଜ ପ୍ରେମିକ ଘରେ ଗତ ୨୯ ତାରିଖରେ ଧାରଣା ଦେଇଥିଲେ । ତେବେ ଆଜି ସାମାଧାନ ପାଇଁ ନିଷ୍ପତ୍ତି ହୋଇଥିଲା।

ଦଳିତ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ