OnaKhabar

ଅକ୍ଟୋବର ଶେଷ ସୁଧା ଓସିଏ ନିର୍ବାଚନ

1,296

କଟକ: ଆସନ୍ତା ଅକ୍ଟୋବର ମାସ ଶେଷ ସୁଧା ଓଡିଶା କ୍ରକେଟ ଆସୋସିଏସନ ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ଓସିଏ ପରିଚାଳନା କମିଟି ଅଧ୍ୟକ୍ଷ ଧିରେନ ପଲେଇ ସୂଚନା ଦେଇଛନ୍ତି ।
ଆସନ୍ତା ୨ ମାସ ମଧ୍ୟରେ ଓସିଏର ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଅକ୍ଟୋବର ମାସ ମଧ୍ୟରେ ହେବା ନେଇ ସମ୍ଭାବନା ରହିଛି । ଓସିଏର ୬ଟି ପଦବୀ ପାଇଁ ନିର୍ବାଚନ ହେବ । ଏହି ପଦବୀ ମଧ୍ୟରେ ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସଂପାଦକ, କୋଷାଧ୍ୟକ୍ଷ ଓ କାଉନସିଲର ସାମିଲ ଅଛି

Comments are closed.