OnaKhabar

ଆଜିର ରାଶିଫଳ

695

ମେଷ : କର୍ମ କ୍ଷେତ୍ରରେ ଉଚପ୍ରଶଂସିତ ହେବାର ସୁଯୋଗ ରହିଛି । ଅନେକ ଶୁଭ ଖବର ପାଇବେ । କୌଣସି ବୈବାହିକ କାର୍ଯ୍ୟରେ ଯୋଗ ଦେବେ । ବ୍ୟବସାୟ କ୍ଷେତ୍ରରେ କ୍ଷତିଲାଭ ଦେଖାଦେବ

ବୃଷ : ଆଜି ଦେହ ଖରାପ ହୋଇପାରେ । ଚାଷ କାର୍ଯ୍ୟରେ ସଫଳତା ମିଳିବ । କାର୍ଯ୍ୟ କ୍ଷେତ୍ରରେ ଖରାପ ହୋଇପାରେ । ବ୍ୟବସାୟରେ ସଫଳତା ହୋଇପାରନ୍ତି ।

ମିଥୁନ : ବ୍ୟବସାୟରେ ଉନ୍ନତି କରିବା ଜଣାଯାଉଛି । ଚାକିରୀ କ୍ଷେତ୍ରରେ ବାଦ ବିବାଦ ଲାଗିପାରେ । ସ୍ୱାସ୍ଥ୍ୟରେ ଅବନତି ଘଟିବ । ପାରବାରିକ କ୍ଷେତ୍ରରେ ବିଶୃଙ୍ଖଳା ଦେଖାଦେବ ।

କର୍କଟ : ଆଜି ଗୁରୁଜନ ଓ ପିତୃଙ୍କ ସ୍ୱାସ୍ଥ୍ୟ ପ୍ରତି ଚିତିନ୍ତ ରହିବେ । ନିଜର ରକ୍ତ ଚାପ ରୋଗରେ ପୀଡ଼ିତ ହୋଇପାରନ୍ତି । ବ୍ୟବସାୟରେ ଲାଭବାନ ହେବେ । କର୍ମକ୍ଷେତ୍ରରେ ଉନ୍ନତି କରିବେ ।

ସିଂହ : ଆଜି ପରିବାରରେ କଳହ ସୃଷ୍ଟି ହୋଇପାରେ । ପୂର୍ବ ବ୍ୟବସାୟରେ ପରିବର୍ତନ କଲେ ଲାଭ ମିଳିବ । ଚାକିରୀ କ୍ଷେତ୍ରରେ ପ୍ରମୋଶନ ସହିତ ଆର୍ଥିକ ବୃଦ୍ଧି ଘଟିବ ।

କନ୍ୟା : ଆକସ୍ମିକ ଦୁର୍ଘଟଣାର ସମ୍ମୁଖିନ ହେବେ । ଈଶ୍ୱରଙ୍କ ପାଖରେ ପୂଜା କଲେ ବିପଦରୁ ମୁକ୍ତି ମିଳିବ । ଚାଷ କ୍ଷେତ୍ରରେ ଉନ୍ନତି କରିବେ ବ୍ୟବସାୟରେ ଅଧିକ ଲାଭ ହେବ । କର୍ମ କ୍ଷେତ୍ରରେ ଉନ୍ନତି ହେବେ । ମହିଳାମାନେ ଆନନ୍ଦିତ ହେବେ ।

ତୁଳା : ପ୍ରତ୍ୟେକ କ୍ଷେତ୍ରରେ ବିଚକ୍ଷଣ ବୃଦ୍ଧି ପ୍ରୟୋଗ କରି ଜୟଯୁକ୍ତ ହୋଇପାରନ୍ତି । ବ୍ୟବସାୟରେ କ୍ଷତିର ସମ୍ଭାବନା ଅଛି । ଚାକିରୀରେ ବଦଳୀ ହୋଇପାରନ୍ତି । ସୁଫଳ ମିଳିପାରେ ।

ବିଛା : ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ । ବ୍ୟବସାୟରେ ସ୍ୱଚ୍ଛ ଲାଭ ହୋଇପାରେ । କର୍ମ କ୍ଷେତ୍ରରେ ଉନ୍ନତି କରିବେ । ଗୃହ ନିର୍ମାଣ ପାଇଁ ଇଚ୍ଛା ପ୍ରକାଶ କରିବେ ।

ଧନୁ : ପାରିବାରିକ ବିଶୃଙ୍ଖଳା ଲାଗି ରହିବ, ସମାଧାନ ବହୁ କଷ୍ଟରେ କରିବେ । ବ୍ୟବସାୟ ଓ ଚାଷ କ୍ଷେତ୍ରରେ ଉନ୍ନତି ଦେଖାଦେବ । କାର୍ଯ୍ୟରେ ନିନ୍ଦିତ ହେବେ“

ମକର : ସ୍ୱାସ୍ଥ୍ୟ କ୍ଷେତ୍ରରେ ପରିବର୍ତନ ଘଟିବ । ମାନସିକ ଅଶାନ୍ତି ସୃଷ୍ଟି ହୋଇପାରେ କର୍ମ କ୍ଷେତ୍ରରେ ଅସୁବିଧାର ସମ୍ମୁଖିନ ହୋଇପାରନ୍ତି । ଋଣଗ୍ରସ୍ତ ଲୋକ ବ୍ୟବସାୟରେ କ୍ଷତି ଦେଖାଦେବ ।

କ୍ୁମ୍ଭ : ବହୁ ବିବାଦୀୟ ସଙ୍କଟକୁ ଦୂର କରିପାରିବେ । ଜମିଜମା ସମ୍ପର୍କୀୟରେ ଗଣ୍ଡୋଗଳ ଲାଗିପାରେ । ନୂତନ ବ୍ୟବସାୟରେ ଲାଭବାନ ହେବେ । ସ୍ୱାସ୍ଥ୍ୟ ଭଲ ରହିବ । ମହିଳାମାନେ ଦୂର ଯାଗାକୁ ଯାଇପାରନ୍ତି ।

ମିନ : ଆଜି ଆୟ ଅପେକ୍ଷା ଅଧିକ ଖର୍ଚ୍ଚ ହେବ । ଚାଷ କ୍ଷେତ୍ରରେ ବାଧାବିଘ୍ନ ଘଟିବ ବ୍ୟବସାୟରେ ଲାଭବାନ ହେବେ । ଚାକିରୀ କ୍ଷେତ୍ରରେ ବିବାଦ ଲାଗିପାରେ । ମହିଳାମାନେ ଅଳ୍ପ ଚେଷ୍ଟାରେ କାର୍ଯ୍ୟ ହାସଲ କରିବେ ।

Comments are closed.