OnaKhabar

ଲୁଟେରା ନେଲେ ମହିଳାଙ୍କ ଜୀବନ

424

ଖୋର୍ଦ୍ଧା : ଖୋର୍ଦ୍ଧା ବାଣପୁର ନାଭାଲ ଫାଣ୍ଡି ନିକଟରେ ଘଟିଯାଇଛି ଏକ ଅଘଟଣ । ଛିନତାଇ ବେଳେ ବାଇକରୁ ପଡି ମହିଳା ମୃତ । ମହିଳାଙ୍କ ଠାରୁ ବ୍ୟାଗ ଛଡାଇବାକୁ ଚେଷ୍ଟା କରୁଥିଲେ ୨ ଦୁର୍ବୃତ୍ତ । ମୃତକ ମହିଳା ଜଣକ ଖଲ୍ଲିକୋଟ ଅଂଚଳର ମଞ୍ଜୁଳା ମହାନ୍ତି ବୋଲି ଜଣା ପଡିଛି ।

ବାପା-ମାଆଙ୍କ ଅବୈଧ ପ୍ରେମ ଲାଗି ପୁଅ ଅନାଥ!

Comments are closed.