ଗଗନ ଧଳଙ୍କ ଇସ୍ତଫା ଗ୍ରହଣ ନ କରି ନୂଆ ନିଯୁକ୍ତି ଦେଲେ ସରକାର

ଭୁବନେଶ୍ୱର: କୃଷି ଉତ୍ପାଦନ କମିଶନର ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗଗନ ଧଳ ସରକାରୀ ଚାକିରିରୁ ଇସ୍ତଫା ଦେଇଛନ୍ତି । ହେଲେ ତାଙ୍କ ଇସ୍ତଫାକୁ ସରକାର ଗ୍ରହଣ କରୁନଥିବା କୁହାଯାଉଛି । ଏଣୁ ତାଙ୍କୁ କୃଷି ଉତ୍ପାଦନ କମିଶନର ବଦଳରେ ଓଡିଶା ଜଙ୍ଗଲ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି । ଶ୍ରୀ ଧଳ ସରକାରୀ କାର୍ଯ୍ୟଧାରା ଅସନ୍ତୋଷ ପ୍ରକାଶ କରି ମୁଖ୍ୟ ଶାସନ ସଚିବଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଥିଲେ । … Continue reading ଗଗନ ଧଳଙ୍କ ଇସ୍ତଫା ଗ୍ରହଣ ନ କରି ନୂଆ ନିଯୁକ୍ତି ଦେଲେ ସରକାର