OnaKhabar

ଦେଖନ୍ତୁ ଆଜିର ରାଶିଫଳ

743

ମେଷ: ଆଜି ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି । କର୍ମକ୍ଷେତ୍ରରେ ସ୍ଥାନାନ୍ତରିତ ଯୋଗଅଛି । ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ । ପାରିବାରିକ ଶାନ୍ତି ମିଳିବ ।
ବୃଷ: ଆଜି ଗୃହରେ ପିତାଙ୍କ ଦେହ ଖରାପ ହେବ । ଖର୍ଚ୍ଚାନ୍ତ ହୋଇ ଚିନ୍ତିତ ରହିବେ । ନୂତନ କାର୍ଯ୍ୟପନ୍ଥା ଗ୍ରହଣ କରିବେ । ମହିଳାମାନେ ଗୃହକାର୍ଯ୍ୟରେ ଲାଗି ରହିବେ । ସ୍ୱାସ୍ଥ୍ୟପ୍ରତି ସତର୍କ ରୁହନ୍ତୁ ।
ମିଥୁନ: ପାରିବାରିକ କ୍ଷେତ୍ରରେ ଆର୍ôଥକ ସଂକଟ ଦେଇ ଚିନ୍ତିତ ରହିବେ । ଧର୍ମଭାବ ଜାଗ୍ରତ ହେବ । ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ଦେଖାଦେବ । ପୁରାତନରୋଗରୁ ମୁକ୍ତି ପାଇବେ ।
କର୍କଟ: ଆଜି ଅଯଥା ଶତ୍ରୁମାନେ ଆକ୍ରମର କରିବେ । ଜମିବାଡ଼ି ସଂକ୍ରାନ୍ତୀୟ ଗଣ୍ଡଗୋଳ ଲାଗି ରହିବ । ବ୍ୟବସାୟରେ ଲାଭବାନ ହେବେ । ବିଦ୍ୟାର୍ଥୀମାନେ ଶିକ୍ଷାପ୍ରତି ଚିନ୍ତିତ ହେବେ ।
ସିଂହ : ଆଜି ଦିନଟି ଆପଣଙ୍କ ସମସ୍ୟାରେ ରହିବେ । ଅଯଥା ଶତ୍ରୁମାନେ ବିରୁଦ୍ଧାଚରଣ କରିବେ । ଶତ୍ରୁଦମନ କରିବାରେ ଆପଣ ବ୍ୟସ୍ତ ରହିବେ ।
କନ୍ୟା : ଆଜି ଆପଣଙ୍କ ପ୍ରତି ଶୁଭପ୍ରଦ ଅଟେ । ଗୋରୁଗାଈ କ୍ରୟ କରିବେ । ବ୍ୟବସାୟରେ ଉନ୍ନତି ଦେଖାଦେବ । ଚାକିରିରେ ବିବାଦମାନ ସୃଷ୍ଟି ହେବ । କର୍ମକ୍ଷେତ୍ରରେ ପ୍ରମୋଶନ ହେବା କଷ୍ଟକର ହୋଇପାରେ ।
ତୁଳା: ଆଜି ଆପଣଙ୍କ ଦେହ ଅସୁସ୍ଥ ରହିବ । ମାନସିକ ଅଶାନ୍ତି ଭୋଗିବେ । ଗୋଧନ ସମ୍ପତିରେ କ୍ଷତି ଘଟିବାର ସମ୍ଭାବନା ରହିଛି । ବ୍ୟବସାୟ କ୍ଷେତ୍ରରେ ସମତା ରହିବ ।
ବିଛା: ଆଜି ଆପଣଙ୍କ ପ୍ରତି ଅପ୍ରତିକୂଳ ଦେଖାଦେବ । ଆର୍ôଥକ ସମସ୍ୟା ଲାଗି ରହିବ । ସନ୍ତାନମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବେ । ଦୂରଯାତ୍ରା ଯୋଗ ରହିଛି । ବିଦ୍ୟାର୍ଥୀମାନେ ଶିକ୍ଷାକ୍ଷେତ୍ରରେ ଉନ୍ନତି କରିବେ ।
ଧନୁ: ଆଜି ଆପଣ ସମ୍ମାନିତ ହେବେ । ଆର୍ôଥକକ୍ଷେତ୍ରରେ ଫଳପ୍ରଦ ହେବ । ମାଲିମୋକଦ୍ଦମାରେ ଜୟଯୁକ୍ତ ହେବେ । ସ୍ୱାସ୍ଥ୍ୟ ପାଇଁ ସାମାନ୍ୟ ଚିନ୍ତିତ ରହିବେ ।
ମକର : କର୍ମକ୍ଷେତ୍ରରେ ପଦୋନ୍ନତି ସଙ୍ଗେ ସମ୍ମାନିତ ହେବେ । ବ୍ୟବସାୟରେ ଲାଭବାନ ହେବେ । ପରିବାରରେ ଶାନ୍ତି ଶୃଷ୍ଟି ହୋଇପାରେ । ମହିଳାମାନେ କର୍ମଠ ହେବେ ।
କୁମ୍ଭ : ଆଜି ପିତାମାତାଙ୍କ ସ୍ୱାସ୍ଥ୍ୟ ନେଇ ଆପଣ ଚିନ୍ତିତ ତଥା ଅଶାନ୍ତି ଭୋଗିପାରନ୍ତି । ଆର୍ôଥକ ପରିସ୍ଥିତିରେ ସାମାନ୍ୟ ଅଭାବ ଦେଖାକଦେବ । ସାମ୍ପତ୍ୟଜୀବନରେ ଶୁଖୀ ହେବେ ।
ମୀନ : ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନାବନ ହୁଅନ୍ତୁ । ଶାରୀରିକ ପୀଡ଼ା ପାଇପାରନ୍ତି । ବନ୍ଧୁ ଆସିବାର ଯୋଗ ରହିଛି । ବିଦ୍ୟାର୍ଥୀମାନେ ଶିକ୍ଷାରେ ଉତୀର୍ଣ୍ଣ ହେବେ ।