OnaKhabar

୧୫ଟି ଜିଲ୍ଲାର ବଜ୍ରପାତ ସହ ବର୍ଷା, ସର୍ତକ କଲା ପାଣିପାଗ ବିଭାଗ

160

ଭୁବନେଶ୍ୱର: ରବିବାର ସନ୍ଧ୍ୟାରୁ ରାଜ୍ୟାର ବିଭାନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇସାରିଥିବା ବେଳେ ଆଜି ରାଜ୍ୟର ଅନେକ ଜିଲ୍ଲାରେ ବଜ୍ରପାତ ହେବାର ଆଶଙ୍କା ରହିଛି । ଏଥିପାଇଁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଆଜି ସନ୍ଧ୍ୟା 6 ଟା ଯାଏଁ ସତର୍କ ରହିବାକୁ ୧୫ଟି ଜିଲ୍ଲାବାସୀଙ୍କୁ ପରାମର୍ଶ ଦିଆଯାଇ ଛି। ଏହି ଜିଲ୍ଲାଗୁଡ଼ିକ ହେଉଛି- କନ୍ଧମାଳ, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ବୌଦ୍ଧ, ସୋନପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର, ପୁରୀ, କଟକ, ଖୋର୍ଦ୍ଧା, ଗଞ୍ଜାମ ଓ ନୟାଗଡ଼ ।

ଶ୍ରୀନଗରରେ ପୁଣି ଦେଖାଦେଲା ଅଶାନ୍ତି, ଲୋକଙ୍କୁ ଘରୁ ନ ବାହାରିବାକୁ କଲେ ତାଗିଦ