OnaKhabar

୩ ମାସରେ ୫୦୨ ଝିଅ ନିଖୋଜ

126

ଭୁବନେଶ୍ୱର: ଚଳିତ ବର୍ଷ ଜାନୁଆରୀ ରୁ ମାର୍ଚ୍ଚ ମାସ ମଧ୍ୟରେ ୫୦୨ ଝିଅ ନିଖୋଜ ହେବାର ଖବର ଏବେ ସାମ୍ନାକୁ ଆସିଛି । ଏଥି ମଧ୍ୟରୁ ୭୯ ଜଣଙ୍କର ସନ୍ଧାନ ମିଳି ପାରିଛି । ଏହି ସମୟ ମଧ୍ୟରେ ୪୫୫ଟି କେସ ରେଜିଷ୍ଟରଭୁକ୍ତ ହୋଇଛି । ସେହିଭଳି ପୁଅଙ୍କ କ୍ଷେତ୍ରରେ ୧୦୦ ଜଣ ନିଖୋଜ ଥିବା ବେଳେ ୩୧ ଜଣଙ୍କର ସଂଶନ ମିଳିଛି । ଏହି ସମୟ ମଧ୍ୟରେ ୯୫ଟି ମାମଲା ରୁଜ୍ଜୁ ହୋଇଛି । କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ଲିଖିତ ପ୍ରଶ୍ନର ଉତ୍ତର ରଖିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ ।

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କ ପରଲୋକ