ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଲାଗି ଛାତ୍ର ମୃତ୍ୟୁ,ଆଭିଯୋଗ ଆଣିଲେ ପରିବାର ଲୋକେ

ଭବାନୀପାଟଣା: ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଜଣେ ଛାତ୍ରଙ୍କ ଜୀବନ ଯାଇଥିବାର ଅଭିଯୋଗ ହୋଇଛି | ଏପରି ଅଭାବନୀୟ ଘଟଣା କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଥାନା ଅନ୍ତର୍ଗତ ଅଧମୁଣ୍ଡା ସରକାରୀ ଆବାସିକ ବିଦ୍ୟାଳୟରେ ଘିଟିଛି | ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଛାତ୍ରର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି | ମୃତ ଛାତ୍ର ଜଣଙ୍କ ହେଲା ପଞ୍ଚମ ଶ୍ରେଣୀର ଛାତ୍ର ଆଶିଷ ମାଝୀ । ଅଭିଯୋଗ ଅନୁଯାୟୀ, ବୁଧବାର ଆଶିଷଙ୍କୁ ତାଙ୍କ ଆଇ ଭେଟିବାକୁ ଆସିଥିଲେ … Continue reading ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଲାଗି ଛାତ୍ର ମୃତ୍ୟୁ,ଆଭିଯୋଗ ଆଣିଲେ ପରିବାର ଲୋକେ