OnaKhabar

ପୁଣି ଗୋଷ୍ଠାୀ ସଂଘର୍ଷ ଘଟି ଆହତ ହେଲେ ୬ଜଣ

0 0

କଟକ: ରାଜ୍ୟରେ ଗଲା କିଛି ଦିନ ହେବ ଗୋଷ୍ଠୀ ସଂଘର୍ଷ ଲାଗି ରହୁଥିବାର ଦେଖିବାକୁ ମିଳୁଛି | ଗୋଟେ ପରେ ଗୋଟେ ଅଭାବନୀୟ କାଣ୍ଡ ଗଟି ଅନେକ ସାଧାରଣ ଜୀବନ ଯାଉଥିବାର ଦେଖିବାକୁ ମିଳୁଛି | ଏପରି ଅଭାବନୀୟ ଘଟଣା କଟକ ଆଠଗଡ ଥାନା ଗୈଡଝରି ଗାଁରେ ଘଟିଛି | ଏଥିରେ ୬ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ଆଠଗଡ ଥାନା ଗଡଝୈରୀ ଗାଁରେ କୌଣସୀ କାରଣରୁ ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ହୋଇଥିଲା । ଫଳରେ ୬ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ସେମାନଙ୍କୁ କଟକ ବଡ ମେଡିକାଲରେ ଭର୍ତି କରାଯାଇଛି । ଏହି ଘଟଣାକୁ କେନ୍ଦ୍ର କରି ଗାଁରେ ଉତ୍ତେଜନାମୂଳକ ଏବେ ପରିସ୍ଥିତି ସୃଷ୍ଟି ହୋଇଛି । ସ୍ଥିତି ସୁଧାରିବା ପାଇଁ ସେଠାରେ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

https://www.onakhabar.com/2019/07/man-attacked-with-knife-2/

 

Leave A Reply

Your email address will not be published.