OnaKhabar

ହାଇୱା ଧକ୍କାରେ ଜଣେ ମୃତ, ଉକ୍ତେତ ଲୋକେ କଲେ ରାସ୍ତାରୋକ

0 1

କରଞ୍ଜିଆ: ରାଜ୍ୟରେ ଦିନକୁ ଦିନ ଦୁର୍ଘଟଣା ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଏଥିରେ କେତେ ନିରୀହ ଜୀବନ ବଳି ପଡ଼ୁଛନ୍ତି । ଆଜି ସକାଳେ ଏକ ହାଇୱା ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା କରଞ୍ଜିଆ ଜାତୀୟ ରାଜପଥ ୪୯ଫାଣ୍ଡି ପୁହାଣ ଛକ ନିକଟରେ । ମୃତକ ହେଲେ କେନ୍ଦୁଝର ଜିଲ୍ଲା ନନ୍ଦରା ଗାଁର ରାସବିହାରୀ ମାହନ୍ତ । ସେ ବାରିପଦାରୁ ନିଜ ଗାଁକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଏନେଇ କ୍ଷତିପୁରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ରୋକ କରିଛନ୍ତି । ଯାହା ଫଳରେ ବାରିପଦା-କେନ୍ଦୁଝର ଗମାନାଗମନ ବାଧାପ୍ରାପ୍ତ ହୋଇଛି ।

https://www.onakhabar.com/2019/07/5-dead-in-bus-accident/

Leave A Reply

Your email address will not be published.