OnaKhabar

ଟ୍ରଫ୍ ଲାଇନ୍ ପ୍ରଭାବରେ ୧୮ ତାରିଖରୁ ବୃଦ୍ଧି ପାଇବ ବର୍ଷାର ପରିମାଣ

0 17

ଭୁବନେଶ୍ୱର: ଓଡିଶା ଉପରେ ଏକ ଟ୍ରଫ୍ ଲାଇନ୍ ସୃଷ୍ଟି ହୋଇଥିବାରୁ ଏହାର ପ୍ରଭାବରେ ଜୁଲାଇ ୧୮ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ଓ ୧୮ ତାରିଖ ପରଠୁ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଭୁବନେଶ୍ବର ସ୍ଥିତ ଆଂଚଳିକ ପାଣିପାଗ ବିବାଗ ସୂତ୍ରରୁ ପ୍ରକାଶିତ |

ସୂଚନା ଅନୁଯାୟୀ, ଚଳିତବର୍ଷ ରାଜ୍ୟରେ ବର୍ଷାର ପରିମାଣ ଏବେ ଯାଏ କମ୍‌ ରହିଛି ଏବଂ ରାଜ୍ୟରେ ୧୭ ପ୍ରତିଶତ କମ୍‌ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଗଜପତି ଜିଲ୍ଲାରେ ସ୍ଥିତି ଗମ୍ଭୀର ରହିଛି । ସେଠାରେ ୫୮ପ୍ରତିଶତ କମ୍‌ ବର୍ଷା ହୋଇଛି | ବାଲେଶ୍ୱରରେ ୪୫ ପ୍ରତିଶତ କମ୍‌ ବର୍ଷା ହୋଇଥିବା ବେଳେ ରାୟଗଡା, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜରେ ୩୩ ପ୍ରତିଶତ କମ୍‌ ବର୍ଷା ହୋଇଥିବାର ପାଣିପାଗ ବିବାଗ ତରଫରୁ ପ୍ରକାଶିତ |

ପ୍ରଥମଦିନରେ ୧୨ କୋଟି ଆୟ କରି ବାଜି ମାରିଲା ହ୍ରିତିକ ରୋଶନଙ୍କ ‘ସୁପର-୩୦’

Leave A Reply

Your email address will not be published.