OnaKhabar

ଭୀଷଣ ବଜ୍ରପାତ ଆଲର୍ଟ୍

0 0

ଭୁବନେଶ୍ବର:ରାଜ୍ୟରେ ଗଲା କିଛି ଦିନ ହେଲା ମୌସୁମୀ ବାୟୁ ଓ ଲଘୁଚାପ ପ୍ରଭାବରେ ବର୍ଷା ଲାଗି ରହିଥିବା ବେଳେ ଭୀଷଣ ବଜ୍ରପାତକୁ ନେଇ ଭୁବନେଶ୍ବର ସ୍ଥିତ ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ଆଜି ଆଲର୍ଟ ଜାରି ହୋଇଛି | ରାଜ୍ୟର କାମାକ୍ଷାନଗର, ଢେଙ୍କାନାଳ, ଓଡାପଡା, ପର୍ଜଙ୍ଗ ଅଂଚଳ ବାସୀଙ୍କୁ ସତର୍କ ସୂଚନା ଜାରି ହୋଇଛି |

https://www.onakhabar.com/2019/07/naveeens-mantra-to-minister/

Leave A Reply

Your email address will not be published.