OnaKhabar

ରେଳ ବଜେଟ: ଅସନ୍ତୋଷ ବ୍ୟକ୍ତ କଲେ ଶ୍ରୀକାନ୍ତ

0 15

ଭୁବନେଶ୍ୱର: ରେଳ ବଜେଟ ଉପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଓଡିଶାକୁ ଏଥର ପ୍ରାୟ ୬ ହଜାର କୋଟିର ଅନୁଦାନ ମିଳିବା ବୋଲି ବଜେଟରେ ବ୍ୟବସ୍ଥା କରାଯାଇଛି । ଏହି ବ୍ୟୟ ବରାଦକୁ ନେଇ ରାଜ୍ୟସରକାରଙ୍କ ପକ୍ଷରୁ ଅସନ୍ତୋଷ ବ୍ୟକ୍ତ କରାଯାଇନାହିଁ । କେବଳ ଆଉ ଅଧିକ ହୋଇଥିଲେ ଭଲ ହୋଇଥାନ୍ତା ବୋଲି କୁହାଯାଇ ବଜେଟକୁ ସ୍ୱାଗତ କରାଯାଇଛି । ହେଲେ ଶ୍ରୀ ଜେନା ବଜେଟର ବରାଦ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଓଡିଶାରୁ ରେଳବାହୀ ବର୍ଷକ ୨୦ ହଜାର କୋଟି ଟଙ୍କା ପାଉଥିବା ବେଳେ ୩ ରୁ ୫ ହଜାର କୋଟି ଟଙ୍କା ଦେଉଛି । ଓଡିଆ ପିଲାଙ୍କ ପାଇଁ ଚାକିରିର ସୁବିଧା ମଧ୍ୟ ନାହିଁ । ଏଣୁ ଓଡିଶାରୁ ଯେତିକି ରାଜସ୍ୱ ରେଳବାହୀ ପାଉଛି ସେତିକି ଅର୍ଥ ଦିଆଯାଉ ଓ ଟଙ୍କା ଅନୁପାତରେ ଓଡିଶା ପିଲାଙ୍କୁ ମଧ୍ୟ ଚାକିରି ଦେବାପାଇଁ ସେ ଦାବୀ କରିଛନ୍ତି । ଏନେଇ ଏକ ପ୍ରେସ ଇସ୍ତାହାରରେ ସେ ଦର୍ଶାଇଛନ୍ତି ଯେ….

Leave A Reply

Your email address will not be published.