OnaKhabar

ପରାଜୟ ପରେ କ୍ରିକେଟରମାନଙ୍କୁ ଟ୍ରୋଲକଲେ ପ୍ରଶଂସକ…

0 5

ନୂଆଦିଲ୍ଲୀ: ବିଶ୍ୱକପ କ୍ରିକେଟରେ ନ୍ୟୁଜଲ୍ୟାଣ୍ଡ ଠାରୁ ଭାରତ ପରାସ୍ତ ହେବା ପରେ କୋଟି କୋଟି ପ୍ରଶଂସକଙ୍କୁ ଶକ୍ତ ଧକ୍କା ଲାଗି ଥିବାର ଦେଖିବାକୁ ମିଳୁଛି । ସୋମବାର ଦିନ ନ୍ୟୁଜଲ୍ୟାଣ୍ଡ ସହ ଇଣ୍ଡିଆ ଟିମ ଖେଳୁଥିବା ବେଳେ ୪୬ ଓଭରରେ ବର୍ଷା ଲାଗି ଖେଳ ବାତିଲ ହୋଇଥିଲା । ପୁର୍ନବାର ମଙ୍ଗଳବାର ଦିନ ଏହି ଖେଳ ଆରମ୍ଭ ହୋଇଥିଲା ହେଲେ ଶେଷରେ ନ୍ୟୁଜଲ୍ୟାଣ୍ଡ ଠାରୁ ୧୮ ରନରେ ଭାରତ ହାରିଥିଲା । ତେବେ ଏହି ହାର ପରେ କୋଟି କୋଟି ପ୍ରଶଂସକ ମନ ଭାଙ୍ଗି ପଡିଛନ୍ତି । ତେବେ ଏହି ହାର ପରେ ଅନେକ ପ୍ରଶଂସକ ଏହାକୁ ନେଇ ଟ୍ରୋଲ କରିବା ସହ ଅନେକ କ୍ରିକେଟରଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି ।
କେତେକ ପ୍ରଶଂସକ କ୍ରିକେଟରମାନଙ୍କୁ ମଜାକ ଉଡାଇବା ସହ ବିଭିନ୍ନ ପ୍ରକାରର ଫଟୋକୁ ବିକୃତ କରାଇ ସୋଶାଲ ମିଡିଆରେ ମଧ୍ୟ ସେୟାର କରିଛନ୍ତି ।

Leave A Reply

Your email address will not be published.