OnaKhabar

ବଢିଲା ବସ୍ ଭଡା

0 13

ଭୁବନେଶ୍ୱର:ଚଳିତ ବଜେଟରେ ଡିଜେଲ ଦର ବୃଦ୍ଧି ପାଇବା ପରେ ବସ୍ ଭଡା ମଧ୍ୟ ବୃଦ୍ଧି ପାଇଛି । ଆଗରୁ ଅର୍ଡିନାରି ବସ୍ ଭଡା କିଲୋମିଟର ପ୍ରତି ୬୮ ପଇସା ଥିବା ବେଳେ ଏବେ ତାହା ୬୯ ପଇସା ହୋଇଛି । ସେହିପରି ଏକ୍ସପ୍ରେସ ବସ୍ ଭଡା ଆଗରୁ ୭୧ ପଇସା ଥିବା ବେଳେ ଏବେ ତାହା ୭୨ ପଇସାକୁ ବୃଦ୍ଧି ପାଇଛି । ଡିଲକ୍ସ ଭଡା କିଲୋମିଟର ପ୍ରତି ୯୭ ପଇସା ଥିଲା ଯାହାକି ଏବେ ୯୯ ପଇସା ହୌଇଛି । ସେହିପରି ଏସି ଡିଲକ୍ସ ଆଗରୁ ୧ଟଙ୍କା ୧୯ ପଇସା ଥିବା ବେଳେ ତାହା ବର୍ତମାନ ୧ଟଙ୍କା ୨୧ ପଇସାକୁ ବୃଦ୍ଧି ପାଇଛି ।

 

Leave A Reply

Your email address will not be published.