OnaKhabar

ପ୍ରଥମଥର ପାଇଁ ରାଇଫେଲ ସୁଟର ଲାଇସେନ୍ସ ପାଇଲେ ଏହି ବଲିଉଡ୍ ଅଭିନେତ୍ରୀ

0 1

ମୁମ୍ବାଇ:ବଲିଉଡ୍ ଅଭିନେତ୍ରୀ ଡେଜି ଶାହାଙ୍କ ଫ୍ୟାନ ମାନଙ୍କ ପାଇଁ ଆମେ ଆଜି ନେଇ ଆସିଛୁ ଖୁସି ଖବର । ଆଗରୁ ବଲିଉଡ୍ ଫିଲ୍ମ ଜରିଆରେ ସେ ଲୋକପ୍ରିୟ ହୋଇଥିବା ବେଳେ ଏବେ ରାଇଫଲ ସୁଟର ଭାବେ ମଧ୍ୟ ଲୋକମାନେ ତାଙ୍କୁ ଜାଣିବେ । ହେଲେ ରାଇଫଲ ସୁଟର ଲାଇସେନ୍ସ ପାଇବାରେ ଡେଜି ହେଉଛନ୍ତି ପ୍ରଥମ ବଲିଉଡ ଅଭିନେତ୍ରୀ ।
ନ୍ୟାସନାଲ ରାଇଫଲ ଆସୋସିଏସନ ଅଫ୍ ଇଣ୍ଡିଆ ତରଫରୁ ମିଳିଥିବା ଲାଇସେନ୍ସ ସହ ଡେଜି ନିଜର ଫଟୋ ସୋଶିଆଲ ମିଡିଆରେ ସେୟାର କରିବା ପରେ ଏହି ଖବର ଏବେ ଚର୍ଚ୍ଚାର ବିଷୟ ହୋଇଛି । ଆସନ୍ତା ମାସରେ ହେବାକୁ ଯାଉଥିବା ପଏଣ୍ଟ ୨୨ ରାଇଫେଲ ପ୍ରତିଯୋଗିତାରେ ଡେଜି ଭାଗ ନେବେ ବୋଲି ମଧ୍ୟ ଜଣା ପଡିଛି ।

Leave A Reply

Your email address will not be published.