OnaKhabar

ଗିରଫ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

47

ଜଗତସିଂହପୁର: ଜଗତସିଂପୁରଜିଲ୍ଲା ନାଉଁଗାଁ ଥାନା ଅନ୍ତର୍ଗତ ନୁଆଗାଁ ଅଚଂଳର ଜଣେ ଗିରଫ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତକଙ୍କ ନାମ ବନ୍ଧନମହାନ୍ତି । ସୂଚନାରୁପ୍ରକାଶ, ଗତକାଲି ଏକ ବଚସାକୁ କେନ୍ଦ୍ରକରି ବନ୍ଧନଙ୍କୁ ଗିରଫ କରିଥିଲା ନାଉଗାଁ ପୁଲିସ । ବନ୍ଧନ ଅସୁସ୍ଥ ହୋଇପଡ଼ିବାର ତାଙ୍କୁ ନାଉଗା ସ୍ୱାସ୍ଥ୍ୟକେନ୍ଦ୍ରରେ ଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଛ । ହେଲେ ୍ଣଳମ ଁକାରଣ ପାଇ ଁମୃତ୍ୟୁ ହେଲା ବର୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।

https://www.onakhabar.com/2019/07/under-trial-dies-at-cuttack/