OnaKhabar

ଓଜନ ହ୍ରାସ କରିବା ସହ କର୍କଟ ରୋଗକୁ ନିୟନ୍ତ୍ରଣ କରିଥାଏ ସଜନା ଛୁଇଁ

0 18

ସଜନା ଛୁଇଁ ଖାଇବା ଦ୍ୱାରା ସାଧାରଣତଃ ନାନା ପ୍ରକାର ଶାରିରୀକ ସମସ୍ୟା ଦୂର ହୋଇଥାଏ । ଏହି ଛୁଇଁରେ ପ୍ରଚୁର ପରିମାଣରେ ଭିଟାମିନ, କ୍ୟାଲସିୟମ ତଥା ଆଇରନ ରହିଥାଏ ଯାହାକି ମନୁଷ୍ୟର ଶରୀର ପାଇଁ ଓøଷଧ ରୂପେ କାର୍ଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ…
୧. ନିଜ ଶରୀରର ମୋଟାପଣ କିମ୍ବା ଅତ୍ୟଧିକ ଚର୍ବିକୁ ନେଇ ଯଦି ଆପଣ ଚିନ୍ତିତ ଅଛନ୍ତି ତେବେ ପ୍ରତିଦିନ ସଜନା ଛୁଇଁ ଖାଆନ୍ତୁ କାରଣ ଏହି ଛୁଇଁରେ କ୍ୟଲୋରୀର ପରିମାଣ ବହୁତ କମଥାଏ ଓ ଅଧିକ ଫାଇବର ରହିଥାଏ ଯାହାକି ଶରୀରର ଓଜନ ନିୟନ୍ତ୍ରଣ କରିବାରେ ଆମକୁ ସାହାଯ୍ୟ କରିଥାଏ ।
୨.ପ୍ରତିଦିନର ଡାଏଟରେ ଛୁଇଁକୁ ସାମିଲ କଲେ ଯକୃତକୁ ସୁସ୍ଥ ରଖିବାରେ ସାହାଯ୍ୟ କରିବା ସହ ମସ୍ତିସ୍କ ସକ୍ରିୟ ହେବ ଏବଂ ସ୍ମରଣ ଶକ୍ତି ମଧ୍ୟ ବଢ଼ିଥାଏ ।
୪. ଛୁଇଁରେ ଥିବା ଆନ୍ଟି ଅକ୍ସିଡାନ୍ଟ ଶରୀରରେ ଥିବା କର୍କଟ କୋଷିକା ସହ ଲଢ଼ିବାରେ ସାହାଯ୍ୟ କରିଥାଏ, ଯାହା ଦ୍ୱାରା କର୍କଟ ରୋଗ ହେବାର ଆଶଙ୍କା ହ୍ରାସ ପାଇ ଥାଏ ।

Leave A Reply

Your email address will not be published.