OnaKhabar

ଉପବାଚସ୍ପତି ହେବେ ରଜନୀକାନ୍ତ ସିଂହ

55

ଭୁବନେଶ୍ୱର: ବିଧାନସଭାର ଉପବାଚସ୍ପତି ଭାବେ ନିର୍ବାଚିତ ହେବାକୁ ଯାଉଛନ୍ତି ବିଜେଡିର ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ । ପୂର୍ବରୁ ସେ ମନ୍ତ୍ରୀ ମଧ୍ୟ ଥିଲେ । ତାଙ୍କୁ ଦଳ ଏଥର ଉପବାଚସ୍ପତି ଭାବେ ବାଛିଥିବା ଜଣାପଡିଛି । ଗୁରୁବାର ଉପବାଚସ୍ପତି ପଦ ପାଇଁ ନିର୍ବାଚନ ହେବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆଜି ବିଧାନସଭାରେ ଘୋଷଣା କରିଛନ୍ତି ।

https://www.onakhabar.com/2019/06/congress-legislative-party-is-now-headless-situation/