OnaKhabar

ଗଛରୁ ଯୁବକଙ୍କ ମୃତଦେହ ଉଦ୍ଧାର

0 12

କଳାହାଣ୍ଡି: ରାଜ୍ୟରେ ପୁଣି ଏକ ଦୁଃଖଦ ଘଟଣାରେ ଘଟିଥିବାର ସୂଚନା ମିଳିଛି । ଗୋଟେ ଗଛରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏପରି ଦୁଃଖଦ ଘଟଣା କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଟିଲପଡ଼ାଠାରେ ଘଟିଛି । ତେବେ ମୃତକଙ୍କ ବର୍ତ୍ତମାନ ପର୍ଯ୍ୟନ୍ତ ପରିଚୟ ମିଳିପାରି ନାହିଁ ।
ସୂଚନାଯୋଗ୍ୟ, ଆଜି ସକାଳେ ଟିଟଲାପଡ଼ା ଗାଁର ଲୋକ ଗଛରେ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ । ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୁଲିସ ପହଁଚିଂ ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ପରିଚୟ ମିଳିପାରି ପାରି ନଥିବା ବେଳେ ବର୍ତମାନ ସୁଦ୍ଧା ମଧ୍ୟ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

https://www.onakhabar.com/2019/06/accident-at-fulbani/

Leave A Reply

Your email address will not be published.