OnaKhabar

୯ ଜିଲ୍ଲାପାଳ ବଦଳିଲେ

0 17

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ୯ ଜିଲ୍ଲାରେ ନୂଆ ଜିଲ୍ଲାପାଳଙ୍କୁ ନିଯୁକ୍ତ କରିଛନ୍ତି | ଏଥିନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପତି ପ୍ରକାଶ ପାଇଛି |

କେନ୍ଦ୍ରାପଡା ଜିଲ୍ଲାପାଳ – ସମର୍ଥ ବର୍ମା
ବାଲେଶ୍ୱର ଜିଲ୍ଲାପାଳ – ସୁଦର୍ଶନ ଚକ୍ରବର୍ତ୍ତୀ
କୋରାପୁଟ ଜିଲ୍ଲାପାଳ – ପୁମା ଟୁଡୁ
ନୂଆପଡା ଜିଲ୍ଲାପାଳ – ମଧୁସ୍ମିତା ସାହୁ
ବୌଦ୍ଧ ଜିଲ୍ଲାପାଳ – ଲଲାଟେନ୍ଦୁ ମିଶ୍ର
ଖୋର୍ଦ୍ଧା ଜିଲ୍ଲାପାଳ – ସୀତାଂଶୁ ରାଉତ
କଟକ ଜିଲ୍ଲାପାଳ – ଭବାନୀ ଶଙ୍କର ଚୟନି
ଜଗତସିଂହପୁର ଜିଲ୍ଲାପାଳ – ସଂଗ୍ରାମ କେଶରୀ ମହାପାତ୍ର
ଝାରସୁଗୁଡ଼ା ଜିଲ୍ଲାପାଳ – ଜ୍ୟୋତିରଂଜନ ପ୍ରଧାନ

Leave A Reply

Your email address will not be published.