OnaKhabar

ପଣସ ଖାଆନ୍ତୁ କ୍ୟାନ୍ସର ଠାରୁ ଦୂରରେ ରୁହନ୍ତୁ…

0 14

ଭୁବନେଶ୍ୱର: ପଣସରେ ଭିଟାମିନ ଏ, ସି, ଥାଇମିନ, ପୋଟାସିୟମ, କ୍ୟାଲସିୟମ, ଆଇରନ, ଫଲିକ ଏସିଡ, ମ୍ୟାଗ୍ନେସିୟମ ଭଳି ଅନେକ ପୌଷ୍ଟିକ ଗୁଣ ରହିଥାଏ । ଯାହା ଶରୀରକୁ ଅନେକ ସମସ୍ୟାକୁ ଦୂର କରିଥାଏ । ଆସନ୍ତୁ ଜାଣିବା ସେ ସବୁ ବିଷୟରେ –
* ଯେଉଁ ଲୋକମାନଙ୍କର ଥାଇରଏଡର ସମସ୍ୟା ରହିଛି ସେମାନଙ୍କ ପାଇଁ ପଣସ କୌଣସି େଔଷଧଠାରୁ କମ ନୁହେଁ । ଏଥିରେ ଥିବା ପୋଷକତତ୍ୱ ଥାଇରଏଡକୁ ନିୟନ୍ତ୍ରଣ କରିଥାଏ ।
* ପଣସ ମଞ୍ଜିରେ ଆଟିଂ-ଅକ୍ସିଡାଟଂର ମାତ୍ରା ଅଧିକ ପରିମାଣରେ ରହିଥାଏ । ଏଥିରେ ଥିବା ପୋଷକତତ୍ୱ ଶରୀରର କୋଷିକାଗୁଡ଼ିକୁ ଭାଙ୍ଗିବାରୁ ରୋକିଥାଏ । ଏହା ସହ କର୍କଟ ରୋଗ ହେବାରୁ ମଧ୍ୟ ରୋକିଥାଏ ।
* ଓଜନ କମାଇବା ପାଇଁ ପଣସ ମଞ୍ଜି ଖାଇବା ଆରମ୍ଭ କରନ୍ତୁ । ଏଥିରେ କ୍ୟାଲୋରୀର ପରିମାଣ ଖୁବ କମ ମାତ୍ରାରେ ରହିଥାଏ ଏବଂ ଏହା ଭୋକକୁ ନିୟନ୍ତ୍ରଣରେ ରଖିଥାଏ । ଯାହା ଓଜନକୁ କମ କରିଥାଏ ।
* ପଣସ ମଞ୍ଜିରେ ଆଇରନ ମାତ୍ରା ଭରପୁର ରହିଥାଏ । ଏହାକୁ ଖାଇବା ଦ୍ୱାରା ଶରୀରରେ ହେମୋଗ୍ଲୋବିନର ମାତ୍ରା ବଢ଼ିଥାଏ । ଯଦି ଆପଣଙ୍କ ଶରୀରରେ ରକ୍ତର ଅଭାବ ରହିଛି, ତେବେ ପଣସର ମଞ୍ଜି ଖାଇବା ଆରମ୍ଭ କରନ୍ତୁ ।

Leave A Reply

Your email address will not be published.