OnaKhabar

ମୋର କୌଣସି ରାଜନୀତିକ ଆଦର୍ଶ ନାହିଁ : ଅରୁପ ପଟ୍ଟନାୟକ, କଣ କହିଛନ୍ତି ଦେଖନ୍ତୁ ପୁରା ଭିଡିଓ…

76

ରାଜନୀତି ପାଇଁ ମୋର କୌଣସି ଯୋଜନା ନଥିଲା, ଏମିତି ହୋଇଗଲା ରାଜନୀତି, ପୂର୍ବରୁ ମୋତେ ବିଜେପିରୁ ଅଫର ଥିଲା, କିନ୍ତୁ ପୁଲିସ ଚାକିରି ଛାଡ଼ି ଯିବାଲାଗି ଚାହିଁଲିନି, ପୋଷାକ ମୋତେ ଭଲ ଲାଗେ, ଅବସର ପରେ ଚିନ୍ତା କଲି, ଚେଷ୍ଟା କରିଥିଲେ ବମ୍ବେରେ ଭଲ ଚାକିରି କରିପାରିଥାନ୍ତି । ଏମିତି ଅନେକ କଥା କହିଛନ୍ତି ରାଜନେତା ବନିଥିବା ବମ୍ବେର ପୂର୍ବତନ ପୁଲିସ କମିଶନର ଅରୁପ ପଟ୍ଟନାୟକ । ସେ ଏଭଳି କିଛି ମତ ରଖିଛନ୍ତି ଯାହାକୁ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ । ଜଣେ ରାଜନେତା କେତେ ଖୋଲାଖୋଲତି ଭାବରେ ତାଙ୍କ ମନ କଥା କହିପାରୁଛନ୍ତି ତାହା ଶୁଣିଲେ ଆପଣ ସବୁକିଛି ବୁଝିଯିବେ । ଏସବୁ ଜାଣିବା ପାଇଁ ଦେଖନ୍ତୁ ଓ ସବସ୍କ୍ରାଇବ କରନ୍ତୁ ଓଏନଏର ୟୁଟ୍ୟୁବ ଚାଲେନ ଓଏନଏ ଖବରରେ….