OnaKhabar

୪ଟି ଜିଲ୍ଲାରେ ବର୍ଷା ସହ ଘଡଘଡି, ସର୍ତକ କଲା ପାଣିପାଗ ବିଭାଗ

0 17

ଭୁବନେଶ୍ୱର: ରାଜ୍ୟରେ ଆଜି ଅନେକ ଜିଲ୍ଲାରେ ଖରାର ପ୍ରକୋପ ଦେଖିବାକୁ ମିଳୁଥିବା ବେଳେ କିନ୍ତୁ ୪ଟି ଜିଲ୍ଲାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଲିଛି । ଏହି ବର୍ଷା ସମୟରେ 30ରୁ 40 ବେଗର ପବନ ବହିବ ବୋଲି ଜଣାପଡିଛି | ଏନେଇ ଭୁବନେଶ୍ୱର ଅଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରାଯାଇଛି । ଅପହାରହ୍ନ ପର୍ଯ୍ୟନ୍ତ ସତର୍କ ରହିବାକୁ ଏହି ସବୁ ଜିଲ୍ଲାଗୁଡ଼ିକୁ ପରାମର୍ଶ ଦିଆଯାଇଛି । ଏହି ଜିଲ୍ଲା ଗୁଡ଼ିକ ହେଉଛି- ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି । ବର୍ଷା, ପବନ ସହିତ ଏଠାରେ ବଜ୍ରପାତ ହେବାର ମଧ୍ୟ ଆଶଙ୍କା ରହିଛି ।

https://www.onakhabar.com/2019/06/salil-mitra-is-no-more/

 

Leave A Reply

Your email address will not be published.