OnaKhabar

୧୦୦ କୋଟି ଛୁଇଁବ “ ଦେ ଦେ ପ୍ୟାର ଦେ” ଫିଲ୍ମ

0 2

ମୁମ୍ବାଇ : ବଲିଉଡ଼ ଫିଲ୍ମ “ ଦେ ଦେ ପ୍ୟାର ଦେ” ଫିଲ୍ମର ପ୍ରଦର୍ଶନ ଭଲ ଥିବାରୁ ବକ୍ସ ଅଫିସରେ ଏହା ୧୦୦କୋଟି ଆୟ ପାର କରିବ ବୋଲି ଆଶଙ୍କା କରାଯାଉଛି । ଏହି ଫିଲ୍ମରେ ଆଦିବ ଅଲ୍ଲୀ ନିର୍ଦ୍ଦେଶନା ଦେଇଛନ୍ତି ।
“ ଦେ ଦେ ପ୍ୟାର ଦେ” ମେ ୧୭ରେ ରହିଲିଜ ହୋଇଥିଲା । ଏହି ଦୁଇ ସପ୍ତାହରେ ସିନେମାଟି ପ୍ରାୟ ୮୪କୋଟି ଆୟ କରିପାରିଛି । ବକ୍ସ ଅଫିସରେ ଫିଲ୍ମଟି ଭଲ ପ୍ରଦର୍ଶନ କରି ଦର୍ଶକଙ୍କ ପ୍ରିୟ ହୋଇପାରିଛି । “ ଦେ ଦେ ପ୍ୟାର ଦେ” ରେ ଅଜୟ ଦେବଗନ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଆସନ୍ତା ସପ୍ତାହରେ ସଲମାନ ଖାନଙ୍କ ଫିଲ୍ମ “ଭାରତ” ରିଲିଜ ହେବାକୁ ଯାଉଛି ।
ଦେ ଦେ ପ୍ୟାର ଦେ” ଫିଲ୍ମରେ ତାଙ୍କର ପତ୍ନୀ ଭୂମିକାରେ ଥିବା ତବୁ ଏବଂ ଗର୍ଲଫ୍ରେଣ୍ଡ ରକୁଲ ପ୍ରୀତଙ୍କ ସହ ନଜର ଆସିଛନ୍ତି । ଏହି ଫିଲ୍ମ ମେଟ୍ରୋ ସିଟି ଗୁଡ଼ିକରେ ଭଲ ଆୟ କରିଛି । ଏହା ଏକ ପ୍ୟାମିଲି ଡ଼୍ରାମା ବେସଡ଼ କମେଡ଼ି ମୁଭି ।

Leave A Reply

Your email address will not be published.