OnaKhabar

ସଞ୍ଜୟଙ୍କ ଫିଲ୍ମ ‘ମଲାଲ୍‌’ରେ ଆଇଟମ୍ ନମ୍ବରରେ କମାଲ କଲେ ଓଡିଆ ଝିଅ ସୁଶ୍ରୀ

0 0

ମୁମ୍ବାଇ: ବଲିଉଡରେ ପାଦ ଥାପିବା ପରେ କମାଲ କଲେ ଓଡିଆ ଝିଅ ସୁଶ୍ରୀ ଶେୟା ମିଶ୍ର | ଓଡ଼ିଶାର ଅନେକ କଳାକାର ବାହାର ରାଜ୍ୟକୁ ଯାଇ ନିଜର ପ୍ରତିଭା ପ୍ରର୍ଦଶନ କରି ମାଟି ଲାଗି ଗୌରବ ଆଣିଛନ୍ତି । ତାହା ରିଆଲିଟି ଶୋ’ ହେଉ ବା ବଲିଉଡ୍‌ ଫିଲ୍ମ ସବୁଠି ସେମାନେ ନିଜର ପ୍ରତିଭା ପ୍ରଦର୍ଶନ କରି ଲୋକପ୍ରିୟ ହେବା ଗର୍ବର ବିଷୟ । ଏବେ ଏହି ଟ୍ରେଣ୍ଡରେ ସାମିଲ ହୋଇଛନ୍ତି ଆଉ ଜଣେ ଓଡ଼ିଆ ଝିଅ । ସେ ପୁଣି ଏଣ୍ଟ୍ରି କରିଛନ୍ତି ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମରେ । ସମ୍ବଲପୁରର ସୁଶ୍ରୀ ଶେୟା ମିଶ୍ର ସଞ୍ଜୟଙ୍କ ଆଗାମୀ ଫିଲ୍ମ ‘ମଲାଲ୍‌’ରେ ଆଇଟମ୍ ନମ୍ବର ‘ଆଇଲାରେ’ ନିଜର ଡ୍ୟାନ୍ସର ଠୁମ୍‌କା ଲଗାଇଛନ୍ତି । ଏହା ପୂର୍ବରୁ ସେ ଜିରୋ ମୁଭିରେ ମଧ୍ୟ ନିଜ କମାଲ ଦେଖାଇସାରିଛନ୍ତି |

 

https://www.onakhabar.com/2019/05/dutee-in-kapil-show/

 

Leave A Reply

Your email address will not be published.