OnaKhabar

ପ୍ରଦର୍ଶନୀ ପଡ଼ିଆରେ ଶପଥ ନେବେ ନବୀନ ପଟ୍ଟନାୟକ

40

ଭୁବନେଶ୍ବର : ଆସନ୍ତା ୨୯ରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଶପଥ ନେବେ। ଏହି ଶପଥ ପାଠ ଉତ୍ସବ ଭୁବନେଶ୍ୱରସ୍ଥ ପ୍ରଦର୍ଶନୀ ପଡିଆରେ ହେବ।ସେହି ଦିନ କିଛି ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିବାର ଅଛି | ସେଥିପାଇଁ ସବୁ ପ୍ରକାର ଵେବସ୍ଥା ସାରିଛି | ପୋଲିସ ଡିଜି ପ୍ରଦର୍ଶନୀ ପଡିଆରେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି। ପୋଲିସ ଡିଜିଙ୍କ ସହ ପୋଲିସ କମିଶନର ସତ୍ୟଜିତ ମହାନ୍ତି, ଡିସିପି ଅନୁପ ସାହୁ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଅଛନ୍ତି।

https://www.onakhabar.com/2019/05/naveen-prepared-for-owth/