OnaKhabar

କେଉଁ ବିଧାନସଭାରେ କେଉଁ ଦଳ ଓ ପ୍ରାର୍ଥୀ ଜିତିଲେ

0 42

ବିଜେଡି
ଆନନ୍ଦପୁରରୁ ଭାଗୀରଥୀ ସେଠୀ, ଅନୁଗୁଳ- ରଜନୀକାନ୍ତ ସିଂହ, ଆସିକା-ମ ଞ୍ଜୁଳା ସ୍ୱାଇଁ, ଆଠଗଡ଼-ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଆଠମଲ୍ଲିକ-ରମେଶ ଚନ୍ଦ୍ର ସାଏ, ଅତାବିରା-ସ୍ନେହାଙ୍ଗିନୀ ଛୁରିଅ, ଆଳି-ପ୍ରତାପ କେଶରୀ ଦେବ, ବାଲିଗୁଡ଼ା-ଚକ୍ରମଣି କହଁର, ବାଲିକୁଦା-ଏରସମା-ରଘୁନନ୍ଦନ ଦାସ, ବାଙ୍ଗିରିପୋଷି-ସୁଦାମ ମାରାଣ୍ଡି, ବାଙ୍କୀ-ଦେବୀରଂଜନ ତ୍ରିପାଠୀ, ବଡ଼ମ୍ବା-ଦେବୀ ପ୍ରସାଦ ମିଶ୍ର, ବଡ଼ଚଣା-ଅମର ପ୍ରସାଦ ଶତପଥୀ, ବରଗଡ଼-ଦେବେଶ ଆଚାର୍ଯ୍ୟ, ବରୀ-ସୁନନ୍ଦା ଦାସ, ବାସ୍ତା-ନିତ୍ୟାନନ୍ଦ ସାହୁ, ବାସୁଦେବପୁର-ବିଷ୍ଣୁବ୍ରତ ରାଉତରାୟ, ବେଗୁନିଆ-ରାଜେନ୍ଦ୍ର ସାହୁ, ବ୍ରହ୍ମପୁର-ବିକ୍ରମ କୁମାର ପଣ୍ଡା, ଭଦ୍ରକ-ସଞ୍ଜିବ ମଲ୍ଲୀକ, ଭଣ୍ଡାରିପୋଖରୀ-ପ୍ରଫୁଲ୍ଲ ସାମଲ, ଭଞ୍ଜନଗର- ବିକ୍ରମ କେଶରୀ ଆରୁଖ, ଭଟଲୀ-ସୁଶାନ୍ତ ସିଂହ, ଭୋଗରାଇ-ଅନନ୍ତ ଦାସ, ଭୁବନେଶ୍ୱର ମଧ୍ୟ-ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତର-ସୁଶାନ୍ତ ରାଉତ, ବିଜେପୁର-ନବୀନ ପଟ୍ଟନାୟକ, ବିଂଝାରପୁର-ପ୍ରମିଳା ମଲ୍ଲିିକ, ବୀରମହାରାଜପୁର-ପଦ୍ମନାଭ ବେହେରା, ବିଷମକଟକ-ଜଗନ୍ନାଥ ସରକା, ବୌଦ୍ଧ- ପ୍ରଦୀପଅମାତ,ବ୍ରଜରାଜନଗର- କିଶୋର କୁମାର ମହାନ୍ତିି, ଚମ୍ପୁଆ- ମିନାକ୍ଷୀ ମହାନ୍ତ, ଚାନ୍ଦବାଲି-ବ୍ୟୋମକେଶ ରାୟ, ଛତ୍ରପୁର-ସୁବାସ ବେହେରା, ଛେଣ୍ଡିପଦା-ସୁଶାନ୍ତ କୁମାର ବେହେରା, ଚିକିଟି- ଉଷାଦେବୀ, ଚିଲିକା- ପ୍ରଶାନ୍ତ ଜଗଦେବ, ଚିତ୍ରକୋଣ୍ଡା-ପୂର୍ଣ୍ଣଚନ୍ଦ୍ର ବାକା, ଚୌଦ୍ୱାର-କଟକ- ସୌଭିକ ବିଶ୍ୱାଳ, କଟକ ସଦର-ଚନ୍ଦ୍ରସାରଥୀ ବେହେରା, ଡାବୁଗାଁ- ମନୋହର ରନ୍ଧାରୀ, ଦଶପଲ୍ଲା- ରମେଶ ଚନ୍ଦ୍ର ବେହେରା, ଧର୍ମଶାଳା- ପ୍ରଣବ ବଳବନ୍ତରାୟ, ଧର୍ମଗଡ଼- ମହୋଷଧୀ ବାଗ, ଢ଼େଙ୍କାନାଳ-ସୁସଧୀ କୁମାର ସାମଲ, ଦିଗପହଣ୍ଡି-ସୂର୍ଯ୍ୟନାରାୟଣ ପାତ୍ର, ଏକାମ୍ର ଭୁବନେଶ୍ୱର-ଅଶୋକ ଚନ୍ଦ୍ର ପଣ୍ଡା, ଜି ଉଦୟଗିରି-ସାଲୁଗା ପ୍ରଧାନ, ଘଷିପୁରା-ବିଦ୍ର ନାରାୟଣ ପାତ୍ର, ଗୋପାଳପୁର-ପ୍ରଦୀ ପାଣିଗ୍ରାହୀ, ଗୁଣୁପୁର-ରଘୁନାଥ ଗମାଙ୍ଗ, ହିନ୍ଦୋଳ-ସୀମାରାଣୀ ନାୟକ, ହିିଞ୍ଜିଳି-ନବୀନ ପଟ୍ଟନାୟକ, ଜଗତସିଂହପୁର-ପ୍ରଶାନ୍ତ ମୁଦୁଲି, ଯାଜପୁର-ପ୍ରଣବ ପ୍ରକାଶ ଦାସ, ଜଳେଶ୍ୱର-ଅଶ୍ୱିନୀ ପାତ୍ର, ଜୟଦେବ-ଅରବିନ୍ଦ ଢ଼ାଲୀ, ଝରିଗାଁ- ପ୍ରକାଶ ମାଝୀ, ଝାରସୁଗୁଡ଼ା-ନବ ଦାସ, ଜୁନାଗଡ଼-ଦିବ୍ୟଶଙ୍କର ମିଶ୍ର, କବିସୂର୍ଯ୍ୟନଗର-ଲତିକା ପ୍ରଧାନ, କାକଟପୁର-ତୁଷାରକାନ୍ତି ବେହେରା, କାମାକ୍ଷାନଗର- ପ୍ରଫୁଲ୍ଲ ମଲ୍ଲିକ, କଂଟାମାଳ-ମହେଧର ରଣା, କରଂଜିଆ-ବାସନ୍ତୀ ହେମ୍ବ୍ରମ, ଜେନରାପଡ଼ା-ଶଶୀଭୂଷଣ ବେହେରା, ଖଲ୍ଲିକୋଟ-ସୂର୍ଯ୍ୟମଣି ବୈଦ୍ୟ, ଖଣ୍ଡପଡ଼ା- ସୌମରଂଜନ ପଟ୍ଟନାୟକ, ଖୋର୍ଦ୍ଧା-ଜ୍ୟୋତିରିନ୍ଦ୍ର ନାଥ ମିତ୍ର, କେରାପୁଟ-ରଘୁରାମ ପଡାଲ, କୋରେଇ-ଅଶୋକ ବଳ, କୋଟପାଡ଼-ପଦ୍ମିନୀ ଦିଆନ, କୁଚିଣ୍ଡା-କିଶୋର ନାୟକ, ଲାଂଜିଗଡ଼-ପ୍ରଦୀପ ଦିଶାରୀ, ଲକ୍ଷ୍ମୀପୁର- ପ୍ରଭୁ ଜାନୀ, ମହାକାଳପଡ଼ା- ଅତନୁ ସବ୍ୟସାଚୀ ନାୟକ, ମାହାଙ୍ଗା-ପତାପ ଜେନା, ମୋରଡ଼ା-ରାଜକିଶୋର ଦାସ, ନବରଙ୍ଗପୁର-ସଦାଶିିବ ପ୍ରଧାନୀ, ନର୍ଲା-ଭୂପିନ୍ଦର ସିଂହ, ନୟାଗଡ଼-ଅରୁଣ କୁମାର ସାହୁ, ନିଆଳୀ-ପ୍ରମୋଦ ମଲ୍ଲିକ, ନିମାପଡ଼ା- ସମୀର ରଂଜନ ଦାଶ, ନୂଆପଡ଼ା-ରାଜେନ୍ଦ୍ର ଢ଼ୋଲକିଆ, ପଦ୍ମପୁର-ବିଜୟରଂଜନ ସିଂବହରିିହା, ପାଲଲହଡ଼ା-ମୁକେଶ ପାଳ, ପାରାଦୀପ-ସମ୍ବିତ ରାଉତରାୟ, ପର୍ଜଙ୍ଗ-ନୃସିଂହ ଚରଣ ସାହୁ, ପାଟଣା- ଜଗନ୍ନାଥ ନାୟକ, ପାଟଣାଗଡ଼-ସରୋଜ ମେହେର, ଫୁଲବାଣୀ-ଅଙ୍ଗଦ କହଁର, ପିପିଲି-ପ୍ରଦୀପ ମହାରତୀ, ପୋଲସରା-ଶ୍ରୀକାନ୍ତ ସାହୁ,  ପଟାଙ୍ଗୀ-ପୀତମ ପାଢ଼ୀ, ରଘୁନାଥପାଲି-ସୁବ୍ରତ ତରାଇ, ରେଢ଼ାଖୋଲ- ରୋହିତ ପୂଜାରୀ, ରାଜନଗର- ଧ୍ରୁବ ଚରଣ ସାହୁ, ରଣପୁର-ସତ୍ୟନାରାୟଣ ପ୍ରଧାନ, ରେମୁଣା- ସୁଧାଂଶୁ ପରିଡ଼ା, ରାଉରକେଲା-ସାରଦା ନାୟକ, ସାଲେପୁର-ପ୍ରଶାନ୍ତ ବେହେରା, ସତ୍ୟବାଦୀ-ଉମା ସାମନ୍ତରାୟ, ସିମୁଳିଆ-ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସୋନପୁର-ନିରଂଜନ ପୁଜାରୀ, ସୋର-ପର୍ଶୁରାମ ଧଡ଼ା, ସୁକିନ୍ଦା-ପ୍ରୀତିରରଂଜନ ଘଡ଼ାଇ, ସୋରଡ଼ା- ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ତାଳଚେର- ବ୍ରଜକିଶୋର ପ୍ରଧାନ, ତେଲକୋଇ- ପ୍ରେମାନନ୍ଦ ନାୟକ, ତିର୍ତ୍ତୋଲ-ବିଷ୍ଣୁ ଦାସ, ଟିଟିଲାଗଡ଼-ଟୁକୁନୀ ସାହୁ ।

ବିଜେପି: ବଡସାହି- ସନାତନ ବିଜୁଳି, ବାଲେଶ୍ୱର- ମଦନ ମୋହନ, ବାରିପଦା- ପ୍ରଶାକ ସୋରେନ, ଦେବଗଡ- ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଭବାନୀପାଟଣା- ପ୍ରଦୀପ୍ତ ନାୟକ, ବୀରମିତ୍ରପୁର- ଶଙ୍କର ଓରାମ, ବ୍ରହ୍ମଗିରି- ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଧାମନଗର- ବିଷ୍ଣୁ ଚରଣ ସେଠୀ, ଉଦଳା- ଭାସ୍କର ମେଢଇ, ଉମରକୋଟ- ନିତ୍ୟାନନ୍ଦ ଗଣ୍ଡ, ତଳସରା- ଭବାନୀଶଙ୍କର ଭୋଇ, ସୁନ୍ଦରଗଡ- କୁସୁମ ଟେଟେ, ସାରକଣା- ବୁଧାନ ମୁର୍ମୁ, ସମ୍ବଲପୁର- ଜୟନାରାୟଣ ମିଶ୍ର, ରେଙ୍ଗାଲି- ନାଉରୀ ନାୟକ, ରାଇରଙ୍ଗପୁର- ନବଚରଣ ମାଝି, ପାରଳାଖେମୁଣ୍ଡି- କେ.ନାରାୟଣରାଓ, ମାଲକାନଗିରି- ଆଦିତ୍ୟ ମାଝୀ, ଲୋଇସିଂହା- ମୁକେଶ ମହାଲିଙ୍ଗ, କେନ୍ଦୁଝର- ମୋହନ ଚରଣ ମାଝୀ, ପୁରୀ- ଜୟନ୍ତ ଷଡଙ୍ଗୀ, ଯଶୀପୁର- ଗଣେଶରାମ ସିଂ ଖୁଣ୍ଟିଆ, ନୀଳଗିରି- ସୁକାନ୍ତ ନାୟକ ।
କଂଗ୍ରେସ: ବାରବାଟୀ-କଟକ-ମହମ୍ମଦ ମୋକିମ, ବଲାଙ୍ଗୀର- ନରସିଂହ ମିଶ୍ର, ସାନଖେମୁଣ୍ଡି-ରମେଶ ଜେନା, ରାଜଗାଙ୍ଗପୁର-ସିଏସ ରାଜେନେକା, ମୋହନା-ଦାଶରଥୀ ଗମାଙ୍ଗ, ଖରିଆର-ଅଧିରାଜ ମୋହନ ପାଣିଗ୍ରାହୀ, କଂଟାବାଞ୍ଜି-ସନ୍ତୋତଷ ସିଂ ସାଲୁଜା, ଜୟପୁର-ତାରା ପ୍ରସାଦ ବାହିନୀପତି, ଜଟଣୀ-ସୁରେଶ ରାଉତରାୟ ।

ସ୍ୱାଧୀନ: ରାୟଗଡ଼ା-ମକରନ୍ଦ ମୁଦୁଲି
ସିପିଏମ: ବଣେଇ- ଲକ୍ଷ୍ମଣ ମୁଣ୍ଡା

Leave A Reply

Your email address will not be published.