OnaKhabar

ଲୋକସଭା: ବିଜେଡି ୧୨, ବିଜେପି ୮ ଓ କଂଗ୍ରେସ ୧

0 24

ଭୁବନେଶ୍ୱର: ରାଜ୍ୟର ୨୧ଟି ଲୋକସଭା ଆସନରୁ ଏଥର ବିଜେଡି ୧୨ଟି, ବିଜେପି ୮ ଓ କଂଗ୍ରେସ ଗୋଟିଏ ଲୋକସଭା ଆସନ ଅକ୍ତିଆର କରିବାରେ ସଫଳ ହୋଇଛନ୍ତି ।
ବିଜେଡି:
୧. ଆସିକା- ପ୍ରମିଳା ବିଶୋଇ
୨. ବ୍ରହ୍ମପୁର- ଚନ୍ଦ୍ରଶେଖର ସାହୁ
୩. ଭଦ୍ରକ- ମଞ୍ଜୁଲତା ମଣ୍ଡଳ
୪. କଟକ- ଭର୍ତ୍ତୃହରି ମହାତାବ
୫. ଢେଙ୍କାନାଳ- ମହେଶ ସାହୁ
୬. ଜଗତସିଂହପୁର- ଡା. ରାଜଶ୍ରୀ ମଲ୍ଲିକ
୭. ଯାଜପୁର- ସର୍ମିଷ୍ଠା ସେଠୀ
୮. ପୁରୀ- ପିନାକି ମିଶ୍ର
୯. କେନ୍ଦୁଝର- ଚନ୍ଦ୍ରମଣି ମୁର୍ମୁ
୧୦. କେନ୍ଦ୍ରାପଡା- ଅନୁଭବ ମହାନ୍ତି
୧୧. ନବରଙ୍ଗପୁର- ରମେଶ ଚନ୍ଦ୍ର ମାଝୀ
୧୨. କନ୍ଧମାଳ- ଅଚ୍ୟୁତ ସାମନ୍ତ
ବିଜେପି:
୧. ସୁନ୍ଦରଗଡ- ଜୁଏଲ ଓରାମ
୨. ସମ୍ବଲପୁର- ନୀତିଶ ଗଙ୍ଗଦେବ
୩. ଭୁବନେଶ୍ୱର- ଅପରାଜିତା ଷଡ଼ଙ୍ଗୀ
୪. ବରଗଡ- ସୁରେଶ ପୂଜାରି
୫. ବାଲେଶ୍ୱର- ପ୍ରତାପ ଷଡଙ୍ଗୀ
୬. ବଲାଙ୍ଗୀର- ସଙ୍ଗୀତା ସିଂହଦେଓ
୭. କଳାହାଣ୍ଡି- ବସନ୍ତ ପଣ୍ଡା
୮. ମୟୂରଭଞ୍ଜ- ବିଶେଶ୍ୱର ଟୁଡୁ
କଂଗେସ:
କୋରାପୁଟ- ସପ୍ତଗିରି ଶଙ୍କର ଉଲାକା

https://www.onakhabar.com/2019/05/which-party-and-candidate-won-which-assembly-seats/

Leave A Reply

Your email address will not be published.