OnaKhabar

ବିଜେପି ହାତରେ ୨୩ ବିଧାନସଭା ଆସନ

0 40

ବିଜେପି: ବଡସାହି- ସନାତନ ବିଜୁଳି, ବାଲେଶ୍ୱର- ମଦନ ମୋହନ, ବାରିପଦା- ପ୍ରଶାକ ସୋରେନ, ଦେବଗଡ- ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଭବାନୀପାଟଣା- ପ୍ରଦୀପ୍ତ ନାୟକ, ବୀରମିତ୍ରପୁର- ଶଙ୍କର ଓରାମ, ବ୍ରହ୍ମଗିରି- ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଧାମନଗର- ବିଷ୍ଣୁ ଚରଣ ସେଠୀ, ଉଦଳା- ଭାସ୍କର ମେଢଇ, ଉମରକୋଟ- ନିତ୍ୟାନନ୍ଦ ଗଣ୍ଡ, ତଳସରା- ଭବାନୀଶଙ୍କର ଭୋଇ, ସୁନ୍ଦରଗଡ- କୁସୁମ ଟେଟେ, ସାରକଣା- ବୁଧାନ ମୁର୍ମୁ, ସମ୍ବଲପୁର- ଜୟନାରାୟଣ ମିଶ୍ର, ରେଙ୍ଗାଲି- ନାଉରୀ ନାୟକ, ରାଇରଙ୍ଗପୁର- ନବଚରଣ ମାଝି, ପାରଳାଖେମୁଣ୍ଡି- କେ.ନାରାୟଣରାଓ, ମାଲକାନଗିରି- ଆଦିତ୍ୟ ମାଝୀ, ଲୋଇସିଂହା- ମୁକେଶ ମହାଲିଙ୍ଗ, କେନ୍ଦୁଝର- ମୋହନ ଚରଣ ମାଝୀ, ପୁରୀ- ଜୟନ୍ତ ଷଡଙ୍ଗୀ, ଯଶୀପୁର- ଗଣେଶରାମ ସିଂ ଖୁଣ୍ଟିଆ, ନୀଳଗିରି- ସୁକାନ୍ତ ନାୟକ ।

https://www.onakhabar.com/2019/05/congress-won-9-assembley-seats/

Leave A Reply

Your email address will not be published.