OnaKhabar

ମିକ୍ସର ମେସିନରେ ପେଶି ହୋଇ ଶ୍ରମିକ ମୃତ

0 0

ବାଲେଶ୍ୱର: ଜଣେ ଶ୍ରମିକ କାମ କରୁଥିବା ବେଳେ ମିକ୍ସର ମେସିନରେ ପେଶି ହୋଇ ପ୍ରାଣ ହରାଇଥିବାର ଅଭିଯୋଗ ହୋଇଛି । ଏପରି ଦୁଃଖଦ ଘଟଣା ବାଲେଶ୍ୱର ଜିଲ୍ଲା ସୋର ଅଂଚଳରେ ଘଟିଛି । ସୂଚନାନୁସାରେ, ଆଜି ସୋର ଥାନା ଅନ୍ତର୍ଗତ ନୂଆହାଟ ଅଂଚଳରେ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା କାମ ଚାଲିଥିଲା । ଏଥିରେ ଅନେକ ଶ୍ରମିକ କାମ କରୁଥିଲେ । ତେବେ ସେଠାରେ ଥିବା ଏକ ମିକ୍ସର ମେସିନରେ ଜଣେ ଶ୍ରମିକ କୌଣସୀ କାରଣରୁ ଖସି ପଡିଥିଲେ । ଫଳରେ ସେ ସେଥିରେ ପେଶି ହୋଇ ଯାଇଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

https://www.onakhabar.com/2019/05/couple-electrocuted-at-phulbani/

 

Leave A Reply

Your email address will not be published.