OnaKhabar

ଆମ୍ବ ତୋଳିବା ବେଳେ ଦମ୍ପତିଙ୍କ ଚାଲିଗଲା ଜୀବନ

0 21

ଫୁଲବାଣୀ: ବିଦ୍ୟୁତ ତାର ଲାଗି ଚାଲିଗଲା ଦମ୍ପତିଙ୍କ ଜୀବନ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଫୁଲବାଣୀ ଫିରିଙ୍ଗିଆରେ ଆମ୍ବ ତୋଳିବା ବେଳେ ବିଦ୍ୟୁତ ତାର ଲାଗି ଚାଲିଗଲା ଦମ୍ପତିଙ୍କ ଜୀବନ ଚାଲିଯାଇଥିବାର ସୂଚନା ମିଳିଛି | ସୂଚନାନୁସାରେ, ଫିରିଙ୍ଗିଆ ବନ୍ଧଗଡରେ ଆଜି ଏକ ଦମ୍ପତି ଆମ୍ବ ତୋଳିବାକୁ ରାସ୍ତା ପାଖକୁ ଯାଇଥିଲେ । ଆମ୍ବ ଗଛଟି ପାଖରେ ଥିବା ଏକ ବିଦ୍ୟୁତ ତାର ସଂପର୍ଶରେ ରହିଥିଲା । କେତେବେଳେ ସେଠାରେ ଲାଗିଥିବା ତାର ଛିଣ୍ଡିଯାଇ ଆମ୍ବ ଗଛରେ ଲାଗିଥିଲା ତାହା ଦମ୍ପତି ଜାଣିନଥିଲେ । ଆମ୍ଭ ତୋଳିବା ବେଲେ ଉଭୟ ବିଦ୍ୟୁତ ସଂପର୍ଶରେ ଆସି ପ୍ରାଣ ହରାଇଥିଲେ । ତେବେ ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇଛି ।

https://www.onakhabar.com/2019/05/locals-thrashe-a-minor-boy-in-soro/

Leave A Reply

Your email address will not be published.