OnaKhabar

ଭୁବନେଶ୍ୱର ବିମାନ ବନ୍ଦରରେ ପହଁଞ୍ଚିଲେ ଭାରତୀୟ ହକି ଖେଳାଳୀ, ଭଲ ପ୍ରଦର୍ଶନ କରିବାକୁ ନେଇ ଆଶା ପ୍ରକଟ କଲେ ଅଧିନାୟକ

0 13

ଭୁବନେଶ୍ୱର: ଆଜି ଭୁବନେଶ୍ୱର ବିମାନବନ୍ଦରରେ ପୁରୁଷ ଭାରତୀୟ ହକି ଟିମ୍ ପହଁଞ୍ଚି ଯାଇଛନ୍ତି | ଏଫଆଇଏଚ ବା ଇଣ୍ଟରନେସନାଲ ହକି ଫେଡେରେସନର ପୁରୁଷ ହକି ଟିମର ଫାଇନାଲ ମ୍ୟାଚ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ବୋଲି ଆଜି ଓଡିଶାରେ ପହଁଞ୍ଚିଛନ୍ତି ଏହି ଟିମ | ତେବେ ଫାଇନାଲ ଖେଳ ଆସନ୍ତା ଜୁନ 6ରୁ ଜୁନ 15 ଯାଏଁ 8ଟି ଖେଳିବ ବୋଲି ଜଣାପଡିଛି |

ତେବେ ଏନେଇ ହକି ପୁରୁଷ ଦଳର ଅଧିନାଯକ କହିଛନ୍ତି ଯେ, ଏଥର ଆମ ଟିମ ଖୁବ ଭଲ ପ୍ରଦର୍ଶନ କରିବ | ଏଥିପାଇଁ ଆମର ବିଶ୍ୱାସ ରହିଛି ବୋଲି ସେ କହିଛନ୍ତି | ତେବେ ଏହି ହକିକୁ ନେଇ ସାରା ଦେଶ ଖୁସି ଥିବା ବେଳେ ଏଥର କିପରି ଧମାଲ କରିବ ଟିମ ତାହା ଦେଖିବାକୁ ବାକି ରହିଲା |

 

Leave A Reply

Your email address will not be published.