OnaKhabar

ଶେଷରେ ଫିଟିଲା ଗୁମର, ଅନୁଭବଙ୍କୁ ଜଣେ ମିସ୍ତ୍ରୀ ଦେଇଥିଲା ହତ୍ୟା ଧମକ

0 15

କଟକ: ଓଲିଉଡ ଅଭିନେତା ତଥା ବିଜେଡିର ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କୁ ହତ୍ୟା କରିବାକୁ ଧମକ ଦେବା ଅଭିଯୋଗରେ ଆଜି ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ପୁଲିସ୍‌ର ସ୍ପେଶାଲ୍‌ ସ୍କ୍ୱାଡ୍ ଗୁଜରାଟରୁ ଅଭିଯୁକ୍ତକୁ ଗିରଫ କରିଥିବାର ସୂଚନା ମିଳିଛି | ଅଭିଯୁକ୍ତ ଜଣଙ୍କ ହେଲା କଟକ ଝାଞ୍ଜିରୀମଙ୍ଗଳା ଅଞ୍ଚଳରେ ଏକ ଭଡ଼ାଟିଆ | ଯିଏ କି ଜଣେ ମିସ୍ତ୍ରୀ ବୋଲି ଜଣାପଡିଛି | ସୂଚନାଯୋଗ୍ୟ, ଅଭିଯୁକ୍ତ ଜଣଙ୍କ ଅନୁଭବଙ୍କୁ ଟଙ୍କା ମାଗିବା ସହ ହତ୍ୟା ଧମକ ଦେଇଥିବା ନେଇ ଗତମାସରେ କଟକ ପୁରୀଘାଟ ଥାନାରେ ଅନୁବବ ନିଜେ ଅଭିଯୋଗ କରିଥିଲେ । ଅଭିଯୁକ୍ତ ଅନୁଭବଙ୍କୁ ହ୍ୱାଟ୍ସଆପରେ ମେସେଜ୍ କରି ୧୦ ଲକ୍ଷ ଟଙ୍କା ମାଗି ସହ ଧମକ ମଧ୍ୟ ଦେଇଥିଲା |

https://www.onakhabar.com/2018/09/anubhab-mahanty-alive-in-little-bit-on-terrorist-attack/

 

Leave A Reply

Your email address will not be published.