OnaKhabar

କେନ୍ଦ୍ରାପଡା ମହାବିଦ୍ୟାଳୟର ଯୁକ୍ତ ୩ ଡିଗ୍ରୀ ପରୀକ୍ଷା ଫଳ ପ୍ରକାଶିତ

0 11
କେନ୍ଦ୍ରାପଡା: କେନ୍ଦ୍ରାପଡା ସ୍ଵୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ଡିଗ୍ରୀ ପରୀକ୍ଷା ଫଳ ପ୍ରକାଶ ପାଇଛି । କଳାରେ ପାସ୍ ହାର ୯୫.୭୩ପ୍ରତିଶତ ରହିଥିବା ବେଳେ ବିଜ୍ଞାନରେ ପାସ ହାର ୯୫.୩୩ପ୍ରତିଶତ ଏବଂ ବାଣିଜ୍ୟରେ ପାସ୍ ହାର ୯୨.୩୩ ପ୍ରତିଶତ ରହିଛି । ବେଷ୍ଟ ଗ୍ରାଜୁଏଟ ସାଇନ୍ସରେ ତନୁଜା ପ୍ରିୟଦର୍ଶିନୀ ଦାସ ୮୯.୬୫ପ୍ରତିଶତ ମାର୍କ ରଖିଛନ୍ତି । ବେଷ୍ଟ ଗ୍ରାଜୁଏଟ ଆର୍ଟ୍ ଅଙ୍କିତା ନାୟକ, ବେଷ୍ଟ ଗ୍ରାଜୁଏଟ କମର୍ସ ପୁଷ୍ପାଞ୍ଜଳି ବିଶ୍ଵାଳ ହୋଇଛନ୍ତି ।

https://www.onakhabar.com/2019/05/heat-wave-continues-in-odisha-3/

Leave A Reply

Your email address will not be published.