OnaKhabar

ଭିଜିଲାନ୍ସ ଜାଲରେ ବିଦ୍ୟୁତ୍ ବିଭାଗ ସହକାରୀ ଯନ୍ତ୍ରୀ

0 12
ବ୍ରହ୍ମପୁର : ପୁଣି ଭିଜିଲାନ୍ସ ଜାଲରେ ଜଣେ ସରକାରୀ ଅଧିକାରୀ । ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେବା ବେଳେ  ସହକାରୀ ଯନ୍ତ୍ରୀ ବସନ୍ତ କୁମାର ପଟ୍ଟନାୟକ  ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।  ଲାଇନମ୍ୟାନ୍ ବିବେକାନନ୍ଦ ନାୟକଙ୍କ ବଦଳି ଆବେଦନ ପତ୍ରକୁ ମଞ୍ଜୁର କରିବାକୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହେଲେ । ଖଲ୍ଲିକୋଟ୍ ବାସଭବନ ଏବଂ ଭୁବନେଶ୍ବର ମହତାବ୍ ନଗର ବାସଭବନରେ ଚାଲିଛି ଖାନ୍ ତଲାସ୍। ଏନେଇ ସୂଚନା ଦେଲେ ବ୍ରହ୍ମପୁର ଭିଜିଲାନ୍ସ ଏସପି ମାୟାଧର ସ୍ବାଇଁ ।

https://www.onakhabar.com/2019/05/30-people-ill-after-eating-marraige-feast/

Leave A Reply

Your email address will not be published.