OnaKhabar

ପାଞ୍ଚୋଟି ଜିଲ୍ଲାକୁ ବଜ୍ରପାତ ସର୍ତକତା

0 11

ଭୁବନେଶ୍ୱର: ରାଜ୍ୟରେ ଖରାରେ ଲୋକେ ସୁଜୁଥିବା ବେଳେ କାଳବୈଶାଖୀ ହେବାର ସମ୍ବାବନୀ ରହିଚି ବୋଲି ପାଣିପାଗ ପକ୍ଷରୁ ସୂଚନା ମିଳିଛି | ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ମୁଖ୍ୟତ୍ଃ ପାଞ୍ଚୋଟି ଜିଲ୍ଲାର ସାମାନ୍ୟ ବର୍ଷା ସହ ଘଡଘଡି ଜୋରରେ ମାରିବ ବୋଲି ସର୍ତକ କରାଯାଇଛି | ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, କଳାହାଣ୍ଡି ଏବଂ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଝଡ଼ପବନ ସହ ମଧ୍ୟମ ଧରଣର ବର୍ଷା ଓ ବଜ୍ରପାତ ସହିତ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଥିବା ନେଇ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କେନ୍ଦ୍ର ।

https://www.onakhabar.com/2019/05/heat-wave-continues-in-odisha-2/

 

Leave A Reply

Your email address will not be published.