OnaKhabar

ନିଖୋଜ ହେବାର ଦୁଇ ଦିନ ପରେ ମିଳିଲା ଦୁଇ ଛାତ୍ରଙ୍କ ମୃତଦେହ

0 10

କଟକ: ନିଖୋଜ ହେବାର ଦୁଇ ଦିନ ପରେ ମିଳିଲା ସବ | ଏପରି ଅଭାବନୀୟ ଘଟଣା କଟକ ଜିଲ୍ଲା ଜଗତପୁର ଶିଳ୍ପାଂଚଳରେ ଘଟିଛି | ଗତ୧୩ ତାରିଖରେ ୨ଜଣ ଛାତ୍ର ନିଖୋଜ ହୋଇଯାଇଥିଲେ । ବହୁ ଖୋଜାଖୋଜି ପରେ ମଧ୍ୟ ସେମାନଙ୍କ ଟେର୍ ମିଳିନଥିଲା । ମୋବାଇଲ ମଧ୍ୟ ସ୍ୱିଚଅଫ୍ ଥିଲା । ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ତେବେ ଆଜି ଜଗତପୁର ଅଂଚଳରୁ ଏହି ୨ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଗତକାଲି ଜଗତପୁର ଫାଣ୍ଡି ନିକଟରୁ ଏମାନଙ୍କ ସ୍କୁଟି ଉଦ୍ଧାର ହୋଇଥିଲା । ତେବେ ଏମାନଙ୍କୁ କେହି ହତ୍ୟା କରିଥିବା କମିଶନରେଟ ପୁଲିସ ସନ୍ଦେହ କରୁଛି ।

 

https://www.onakhabar.com/2019/05/a-man-drowing-in-river/

 

 

Leave A Reply

Your email address will not be published.