OnaKhabar

ମେ’ରେ ଯୁକ୍ତ ଦୁଇ ବିଜ୍ଞାନ ଓ ଜୁନରେ କଳା ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ

0 0

ଭୁବନେଶ୍ୱର: ମେ’ ଶେଷ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ । ୫୮ଟି ମୂଲ୍ୟାୟନ କେନ୍ଦ୍ରରେ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ କରାଯାଉଛି । ଚଳିତ ଥର ଯୁକ୍ତ ଦୁଇ ପରୀକ୍ଷା ମୂଲ୍ୟାୟନ ମେ ୧୦ ସୁଦ୍ଧା ଶେଷ ହେବ । ମେ’ରେ ବିଜ୍ଞାନ, ଜୁନ ଦ୍ୱିତୀୟ ସପ୍ତାହରେ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ କରିବାକୁ ବୋର୍ଡ ଲକ୍ଷ୍ୟ ରଖିଛି । ରାଜ୍ୟର ମୋଟି ୩ ଲକ୍ଷ ୬୫ ହଜାର ୮୨୬ ଜଣ କଳା, ବିଜ୍ଞାନ ଓ ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଦେଇଚନ୍ତି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ  ପରୀକ୍ଷା ଉପନିୟନ୍ତ୍ରକ ଏହି ସୂଚନା ଦେଇଛନ୍ତି ।

https://www.onakhabar.com/2019/04/evaluation-of-plus-two-answer-sheets-to-begin-today/

 

Leave A Reply

Your email address will not be published.