OnaKhabar

ଅଗ୍ନିକାଣ୍ଡରେ ଜଳିଲା ୬ବଖରା ଘର

41

ବାଙ୍କି: କଟକ ଜିଲ୍ଲା ବାଙ୍କି ଥାନା ଅନ୍ତର୍ଗତ ଗୌଡ଼ସାହିରେ ଭୟାଭୟ ଅଗ୍ନିକାଣ୍ଡ ଘଟଥିବାର ସୂଚନା ମିଳିଛି । ନିଆଁ ଲାଗି ୬ ବଖରା ଘର ଜଳି ପାଉଁସ ହୋଇଯାଇଛି । ଦମକଳବାହୀନି ଘଟଣା ସ୍ଥଳକୁ ପହଁଚିଂ ନିଆଁକୁ ଆୟତ କରିଥିଲା । ତେବେ ନିଆଁ କେଉଁ କାରଣ ପାଇଁ ଲାଗିଲା ତାହା ବର୍ତମାନ ସୁଦ୍ଧା ଜଣା ପଡିନାହିଁ । ରବିବାର ବିଳମ୍ବିତ ରାତିରେ ଏହି ନିଆଁ ଲାଗିଯାଇଥିଲା । ତେବେ ନିଆଁ କିଏ ଲଗାଇଲା ଏବଂ କାହିଁକି ଲଗାଇଲା ତାହା ମଧ୍ୟ ଜଣାପଡିନାହିଁ ।

https://www.onakhabar.com/2019/04/boom-attack-at-berhampur/