OnaKhabar

ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ୧୪ବର୍ଷ ଜେଲ

0 21

କେନ୍ଦୁଝର: ରାଜ୍ୟରେ ଦିନକୁ ଦିନ ଲଜ୍ଜ୍ୟକାଣ୍ଡ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି | ଏପରି ପରିପେକ୍ଷରେ କେନ୍ଦୁଝର ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଆଜି ଅଭିଯୁକ୍ତଙ୍କୁ ୧୪ବର୍ଷ ଜେଲ ଦଣ୍ଡ ଦିଆଯାଇଛି ।
ସୂଚନାରୁପ୍ରକାଶ, କେନ୍ଦୁଝର ଜିଲ୍ଳା ସଦର ଥାନା ଅଂଚଳରେ ରେ ୨୦୧୪ ମସିହାରେ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ମାମଲାରେ ଆଜି ଶୁଣାଣି ହୋଇଛି । ଅଭିଯୁକ୍ତ ରାଇଦାସ ମୁଦିକୁ ୧୨ବର୍ଷ ଜେଲ ଦଣ୍ଡ ସହ ୧୭ହଜାର ଟଙ୍କା ଜରିମାନା ଦେବାକୁ ନିଷ୍ପତି ହୋଇଛି । ୨୦୧୪ ମସିହାରେ ସଦର ଥାନା ଅଂଚଳରେ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ରାଇଦାସ ମୁଦୁ ଦୁଷ୍କର୍ମ କରିଥିଲେ । ଦୋଷୀଙ୍କୁ ଆଜି ଚିଫ୍ ଜୁଡିସିିଆଲ ମାଜିଷ୍ଟ୍ରେଟ ଏହି ଦଣ୍ଡ ଶୁଣାଇଥିବାର ଜଣାପଡିଛି |

https://www.onakhabar.com/2019/04/rape-case-in-bbsr/

Leave A Reply

Your email address will not be published.