OnaKhabar

ତୁଳାରାଶିର ବ୍ୟକ୍ତିମାନେ ଗୁରୁଜନଙ୍କୁ ସମ୍ମାନ କରନ୍ତୁ, ଦେଖନ୍ତୁ ଆଜିର ରାଶିଫଳରୁ…

58

ଭୁବନେଶ୍ୱର: ଆଜି ହେଉଛି ସୋମବାର | ଏହି ଦିନଟି ଆପଣଙ୍କର କିପରି କଟିବ ଆସନ୍ତୁ ଜାଣିବା ଆଜିର ରାଶିପଳରୁ…
ମେଷ: ପରିବାରରେ ହସଖୁସିର ପରିବେଶ ରହିବ । ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ । ପିଲାଙ୍କୁ ନେଇ ଖୁସି ଅନୁଭବ କରିବେ ।
ବୃଷ: ବ୍ୟସ୍ତତା ଭିତରେ ଦିନଟି କଟିବ । ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ । ସତର୍କ ରହି କାମ କରନ୍ତୁ ।

ମିଥୁନ: ମାନ-ସମ୍ମାନ ମିଳିବ। ଅପରାହ୍ଣରେ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି।
ମେଷ: ପରିବାରରେ ହସଖୁସିର ପରିବେଶ ରହିବ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ପିଲାଙ୍କୁ ନେଇ ଖୁସି ଅନୁଭବ କରିବେ।
ବୃଷ: ବ୍ୟସ୍ତତା ଭିତରେ ଦିନଟି କଟିବ । ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ । ସତର୍କ ରହି କାମ କରନ୍ତୁ ।
ମିଥୁନ: ମାନ-ସମ୍ମାନ ମିଳିବ । ଅପରାହ୍ଣରେ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି । ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି ।
ତୁଳା: ଗୁରୁଜନଙ୍କୁ ସମ୍ମାନ ଦିଅନ୍ତୁ । ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ନୂତନ ପୋଷାକ କିଣି ପାରନ୍ତି ।
ବିଚ୍ଛା: ବନ୍ଧୁଙ୍କ ସହ ବୁଲିବାକୁ ଯାଇପାରନ୍ତି । ବିବାହ ସ୍ଥିର ହୋଇପାରେ । ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ ।
ଧନୁ: ପଦୋନ୍ନତିର ଯୋଗ ରହିଛି । କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ । ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି ।
ମକର: ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ । ଆଖିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ ।
କୁମ୍ଭ: ଧାଁଦୌଡ଼ରେ ଦିନଟି କଟିବ । ଅଳସୁଆ ଅନୁଭବ କରିବେ । ମନକୁ ସ୍ଥିର ରଖନ୍ତୁ ।
ମୀନ: ଶରୀର ଫୂର୍ତ୍ତି ରହିବ । ଅପରାହ୍ଣ ପରେ କୌଣସି କଥାକୁ ନେଇ ଚିନ୍ତିତ ରହିବେ । ପାଚନ ତନ୍ତ୍ରରେ ଯନ୍ତ୍ରଣା ହୋଇପାରେ ।