OnaKhabar

ଥାନାରେ ଅଟକ ହେଲେ ବିଜେପି ପ୍ରାର୍ଥୀ ନୀଳମଣି ବିଷୋୟୀ

0 8

ବ୍ରହ୍ମପୁର: ରାଜ୍ୟରେ ଆଜି ଦ୍ୱିତୀୟ ପ୍ରର୍ଯ୍ୟାୟ ଚାଲିଥିବା ବେଳେ ଆଜି ବି ନିର୍ବାଚନୀ ହିଂସା ଜୋରରେ ହେଉଥିବାର ଦେଖିବାକୁ ମିଳୁଛି | ତେବେ ଆଜି ଏହି କ୍ରମରେ ସୋରଡା ବିଜେପି ପ୍ରାର୍ଥୀ ନୀଳମଣି ବିଷୋୟୀ ଥାନାରେ ଅଟକ ଥିବା ଜଣାପଡିଛି | ନୀଳମଣି ଥାନାରେ ଅଟକ ଥିବା ନେଇ ଗଞ୍ଜାମ ଏସପି ବ୍ରିଜେଶ ରାୟଙ୍କ ସୂଚନା ଦେଇଛନ୍ତି | ସୂଚନାରୁ ପ୍ରକାଶ, ନୀଳମଣି ରେଣ୍ଟି ଗାଁର ବୁଥ ନଂ-182 ବୁଥରେ ପଶି ଇଭିଏମ ଭାଙ୍ଗିଥିବାର ଅଭିଯୋଗ ହୋଇଥିଲା | ପରେ ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ତାଙ୍କୁ ଥାନାକୁ ନେଇଥିବାର ସୂଚନା ମିଳିଛି |

https://www.onakhabar.com/2019/04/attack-on-security-guard-of-bjp-mla-radharani/

 

Leave A Reply

Your email address will not be published.