OnaKhabar

ଘଟଗାଁ ମା’ ତାରିଣୀ ପିଠରେ ଚଇତିପର୍ବ ଆରମ୍ଭ

67

ଭୁବନେଶ୍ୱର: ଆଜିଠାରୁ ମା’ତାରଣୀଙ୍କ ପୀଠରେ ଚଇତିପର୍ବ ମହାସମାରହୋରେ ପାଳିତ ହୋଇଛି । ତେବେ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ ଜୋରରେ ଦେଖିବାକୁ ମିଳୁଛି । ଶ୍ରଦ୍ଧାଳୁଙ୍କୁ ଏହି ସମୟରେ ମା’ଙ୍କୁ ଦର୍ଶନ ଲାଗି ଆସିଥାନ୍ତି କାରଣ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ବର୍ତ୍ତ୍ମାନ ମନ୍ଦିର ପରିସରରେ ହୋମଯଜ୍ଞ ଓ ମନ୍ତ୍ରପାଠ ଚାଲିଥିବାର ମଧ୍ୟ ଦେଖିବାକୁ ମିଳୁଛିି । ଭକ୍ତଙ୍କର ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି । ୧୫ ତାରିଖ ଯାଏଁ ମା’ଙ୍କ ଏହି ଯାତ୍ରା ଚାଲିବବୋଲି ସୂଚନା ମିଳିଛି ।

https://www.onakhabar.com/tension-at-uparbahal-school-due-to-mid-day-meal/