OnaKhabar

ଆଉ ୯ଟି ଆସନ ପାଇଁ କଂଗ୍ରେସ ତାଲିକା ଘୋଷଣା

0 20

ଭୁବନେଶ୍ୱର :ଆଉ ୯ଟି ଆସନ ପାଇଁ କଂଗ୍ରେସ ଆଜି ତାଲିକା ଘୋଷଣା କରିଛି | ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ପୁଣି ଭଣ୍ଡାରିପୋଖରୀ ଆସନରୁ ଲଢ଼ିବାକୁ ସୁଯୋଗଦିଆଯାଇଛି | ପୂର୍ବରୁ ନିରଞ୍ଜନଙ୍କ ନାମ ଘଷିପୁରା ଆସନ ପାଇଁ ଘୋଷଣା ହୋଇସାରିଛି | ଏଣୁ ସେ ୨ଟି ଆସନରୁ ଏଥର ଲଢ଼ିବେ | ବଡ଼ଚଣା ଆସନରେ ପ୍ରାଥୀ ବଦଳାଯାଇଛି | ତ୍ରିତୋଲ ଆସନର ପ୍ରାଥୀ ଦଳ ଛାଡି ଥିବାରୁ ସେଠାରେ ନୂଆ ପ୍ରାଥୀ ଦିଆଯାଇଛି |

ବିଧାନସଭା

ଭଣ୍ଡାରିପୋଖରୀ – ନିରଞ୍ଜନ ପଟ୍ଟନାୟକ
ଭଦ୍ରକ – ନଳିନୀକାନ୍ତ ମହାନ୍ତି
ବଡ଼ଚଣା – ସୀତାକାନ୍ତ ମହାପାତ୍ର
ସାଲେପୁର – ରବୀନ୍ଦ୍ରନାଥ କର
ମହାକାଳପଡ଼ା – ବିଭ୍ରାଂଶୁ ଶେଖର ଲେଙ୍କା
ବାଲିକୁଦା -ଏରସମାରୁ ଡ. ଲଲାଟେନ୍ଦୁ ମହାପାତ୍ର
ନିମାପଡ଼ା – ସତ୍ୟବ୍ରତ ପାତ୍ର
ଧର୍ମଶାଳା – କିଷାନ ପଣ୍ଡା
ତିର୍ତ୍ତୋଲ – ଦେବୀ ପ୍ରସାଦ ମଲ୍ଲିକ

Leave A Reply

Your email address will not be published.